ବିଜେପୁର ଉପ-ନିର୍ବାଚନ ପାଇଁ ପଥ ପରିଷ୍କାର: ତାରିଖ ଘୋଷଣାକୁ ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲାକୁ ଓଡ଼ିଶା ହାଇକୋର୍ଟ ବନ୍ଦ କରିଛନ୍ତି। ଫଳରେ ଉପ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି। ଜଣେ ପ୍ରତିପକ୍ଷଙ୍କ ଦେହାନ୍ତ ହୋଇଥିବାରୁ ମାମଲା ଆଗକୁ ଚାଲି ପାରିବ...
ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା (ଆଳୟ ସାମନ୍ତରାୟ): ଜନୈକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବାବେଳେ ମାର୍ଶାଘାଇ ପୋଲିସ ପୀଡ଼ିତାର...
କୋରାପୁଟ ଗଣ ଦୁଷ୍କର୍ମ ମାମଲା: ଅନ୍ଧାରରେ ପୋଲିସ୍, ହାଇକୋର୍ଟରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଘଟଣାକୁ ପୂରିଲା ୬ ଦିନ
ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ
ମିଛ କେସ୍ରେ ଉଠାଇ ନେଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ
କୋରାପୁଟ ଗଣ ଦୁଷ୍କର୍ମ ଘଟଣାକୁ ଆଜି ୬...
ବମିଖାଲ ଓଭରବ୍ରିଜ୍ ଟ୍ରାଜେଡି: ପ୍ରତାପ ପଣ୍ଡାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ବର ବମିଖାଲ ଓଭବ୍ରିଜ ଭୁଶୁଡ଼ିବା ମାମଲାରେ ଗିରଫ ଠିକାଦାର ପ୍ରତାପ କିଶୋର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟରୁ ଜାମିନ୍ ମିଳିଛି। ତେବେ ଜାମିନ୍ ପାଇଁ ସର୍ତ୍ତ ସ୍ଥିର କରିବାକୁ ହାଇକୋର୍ଟ ନିମ୍ନ ଅଦାଲତକୁ...
ଫୋକସ୍ରେ ବିଜେପୁର: ଜନ୍ମଦିନରେ ୧,୨୫୦ କୋଟିର ପ୍ରକଳ୍ପ ଘୋଷଣା କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହୋଇନି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ। ହେଲେ ଏହି ଉପ ନିର୍ବାଚନ ବୈତରଣୀ ପାର୍ ହେବାକୁ ଉଭୟ ବିଜେଡି ଏବଂ ବିଜେପି କସରତ ଆରମ୍ଭ କରିଛନ୍ତି। ବିଜେପୁର ଗୋଟି ଚାଳନାରେ...
କେକ୍ କାଟି ଜନ୍ମଦିନ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଜନ୍ମଦିନ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ବିଜେଡି କର୍ମୀ ଓ ନେତାଙ୍କ ଗହଣରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ...
ଯୁବ ସାମ୍ବାଦିକ ରୁଦ୍ରରଂଜନଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍ ଇଡିୟଟ୍’ ଏଡୁଡକ୍ ପାଇଁ ମନୋନୀତ
କୃଷ୍ଣକୁମାର ମହାନ୍ତି
ଆଦିବାସୀବହୁଳ ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଯୁବ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ା କମାଲ୍ କରିଦେଖାଇଛନ୍ତି । ଯେଉଁ କଥା ସେ ମନରେ ଭାବିଛନ୍ତି, ତାକୁ...
ଆଉ ମେଣ୍ଟ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବଦଳୁଥିବା ପାଣିପାଗର ପୃଷ୍ଠଭୂମିରେ ଏବେ ଅନେକ କଥା ଶୁଣିବାକୁ ମିଳୁଛି, ଅନେକ କଳ୍ପନା ଜଳ୍ପନା ମଧ୍ୟ ପ୍ରକାଶ ପାଉଛି। ଆଜି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଲୁଲୁସେନା ଆନୁଷ୍ଠାନିକ...
ବଦଳିଲା ମୋଗଲସରାୟ ଷ୍ଟେସନର ନାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ବିଖ୍ୟାତ ମୋଗଲସରାୟ ଷ୍ଟେସନର ନାମ ବଦଳାଇ ଦିଆଯାଇଛି। ଏଣିକି ଏହା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରେଳବାଇ ଷ୍ଟେସନରେ ନାମରେ ନାମିତ ହେବ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ...
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ଟ୍ରାଭେଲ ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=O4Qq0HcwzBE]
ଓଡ଼ିଶା ଟୁରିଜିମ୍ ଓ 'ଫିକି' ସହଯୋଗିତାରେ ଭୁବନେଶ୍ୱରଠାରେ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବାକୁ ଯାଉଛି।...





















