ସମଗ୍ର ରାଜ୍ୟରେ ବିଜୟା ଦଶମୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ...
‘କେବିସି-୯’ର ପ୍ରଥମ କୋଟିପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗ୍ ବି’ ଅମିତାଭ ବଚ୍ଚନ ସଞ୍ଚାଳନ କରୁଥିବା ‘କୌନ୍ ବନେଗା କ୍ରୋରପତି’ର ଏହି ସଂସ୍କରଣ ପୁଣି ଥରେ ଟେଲିଭିଜନ ଦୁନିଆରେ ଚହଳ ପକାଇଦେଇଛି। ଲୋକପ୍ରିୟ କାର୍ଯ୍ୟକ୍ରମ ଭାବେ ଦର୍ଶକଙ୍କ ହୃଦୟ ଜିତିଛି...
ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଖବର ଅନୁସାରେ ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ତାମିଲନାଡୁ ନୂଆ ରାଜ୍ୟପାଳ ପାଇବେ।
ସେହିଭଳି ଅବସରପ୍ରାପ୍ତ ଆଡ୍ମିରାଲ ଦେବେନ୍ଦ୍ର କୁମାର...
ସାଂସ୍କୃତିକ ମହାମିଳନର କଥା କହେ ବାଲେଶ୍ୱର ଦଶହରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଡ଼ିଖେଳରେ ଆଖଡ଼ା ଦଳର ସଲାମି ବେଶ୍ ନିଆରା
ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ବାଲେଶ୍ୱର ସହର ଉତ୍ସବମୁଖର। ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ପାର୍ବଣ ମାହୋଲ। ସହରର ପାଖାପାଖି ୮୦ଟି ପୂଜା...
ପୂଜାମଣ୍ଡପରେ ନେତା-ସେଲିବ୍ରିଟିଙ୍କ ଭିଡ଼: ମା’ଙ୍କୁ ଦର୍ଶନ କଲେ, ସେଲ୍ଫି ନେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂଜାମଣ୍ଡପରେ ରାଜନେତା ଓ ସେଲିବ୍ରିଟିଙ୍କ ଭିଡ଼। ମଣ୍ଡପରୁ ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିଛନ୍ତି ନେତା ଏବଂ କଳାକାର। ନେତା-ସେଲିବ୍ରିଟିଙ୍କୁ ପାଖରେ ପାଇ ଲୋକେ ସେମାନଙ୍କ ସହ ସେଲ୍ଫି ନେବାକୁ ଭୁଲି...
ମହଙ୍ଗା ପଡ଼ିଲା ଓଡ଼ିଆ ଭାଷାର କଦର୍ଥ: ‘ପୂଜା’ ଜାଗାରେ ‘ପୂଜୋ’ ଲେଖି କ୍ଷମା ମାଗିଲା ‘ପିଟର ଇଂଲଣ୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ...
ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...
ପାଇଖାନା ଟାଙ୍କିରୁ ବ୍ରିଟିଶ ଅମଳର ଗୁଳି ଜବତ: ଗୁଳିକୁ ନେଇ ବଢ଼ୁଛି ସସ୍ପେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ଜଣେ ବାବୁଙ୍କ ଓ୍ବାଶିଂ ମେସିନ୍ରୁ ଟଙ୍କା, ସୁନା, ହୀରା ଜବତ ହେବା ଚର୍ଚ୍ଚା ନଥମୁଣୁ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପାଇଖାନା ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ପୋଲିସ...
ପୂଜାମଣ୍ଡପରେ ଧୁମ୍ଧାମରେ ଚାଲିଛି ମହାମାୟୀଙ୍କ ନବମୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାନବମୀ ପୂଜା। ଏଥିପାଇଁ ଟ୍ବିନ୍ସିଟିର ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ଲମ୍ବାଧାଡ଼ିରେ...
ମୁମ୍ବାଇ ଏଲ୍ଫିନ୍ଷ୍ଟୋନ୍ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ଏଲ୍ଫିନ୍ଷ୍ଟୋନ୍ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା...





















