ଆଉ ୬ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା, ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରେ ପ୍ରାଣ ହରାଇଲେ ଆଉ ୬ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...
ରାଜ୍ୟରୁ ଆଉ ୬୧୬ ପଜିଟିଭ୍ ଚିହ୍ନଟ – ୪୧୫ କ୍ୱାରେଣ୍ଟାଇନରୁ, ୨୦୧ ଲୋକାଲ୍ କେସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରୁ ଆଜି ୬୧୬ ପଜିଟିଭ୍ ଚିହ୍ନଟ
୪୧୫ କ୍ୱାରେଣ୍ଟାଇନରୁ, ୨୦୧ ଲୋକାଲ୍ କେସ୍
ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୭୩୭କୁ ବୃଦ୍ଧି
ରାଜ୍ୟରେ ଆଜି ୬ ଶହ ଟପିଲା କରୋନା...
ଅମିତାଭଙ୍କ ୪ ଟି ବଙ୍ଗଳା ସିଲ୍ – ବିଗ୍ ବିଙ୍କ ପାଇଁ ହୋମ ଯଜ୍ଞ କଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କବଳରେ ବଚ୍ଚନ ପରିବାରର ୪ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହେବା ପରେ ବିଗ୍ ବି ଅମିତାଭଙ୍କ ୪ ଟା ବଙ୍ଗଳାକୁ ସିଲ କରାଯାଇଛି। ଜଲସା, ପ୍ରତୀକ୍ଷା, ଜନକ, ବତ୍ସାକୁ...
କଟକରେ ଭଲ ସ୍ଥିତିରେ ଅଛି କରୋନା ସୁସ୍ଥ ହାର, ସୂଚନା ଦେଲେ ରାଜ୍ୟ ସରକାର
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କଟକରେ କରୋନା ସ୍ଥିତିକୁ ନେଇ ରବିବାର ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି। ଆଜି ରାଜ୍ୟ...
ଭୁବନେଶ୍ୱରରୁ ଆଉ ୬୪ ପଜିଟିଭ୍ – ୩୬ କ୍ୱାରେଣ୍ଟାଇନରୁ, ୨୮ ସ୍ଥାନୀୟ ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୬୪ ଜଣ ଆକ୍ରାନ୍ତ ରହିଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
ଏମାନଙ୍କ ମଧ୍ୟରୁ ୩୬ ଜଣ...
କୋରାପୁଟରେ କାୟା ମେଲାଉଛି କରୋନା, କଣ୍ଟେନମେଣ୍ଟ ଜୋନରେ ଜିଲ୍ଲାର ଏକାଧିକ ଅଞ୍ଚଳ
ଓଡିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରେନା ସଂକ୍ରମଣକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭର୍ଣ୍ଣ ବ୍ଲକ ଏବଂ ପୌରପାଳିକାରୁ ବୁଧବାର ୪୨ ଜଣ ନୂଆ...
କଟକ ସହରରୁ ଆଜି ୯ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୪୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କେବଳ ସିଏମସି ଅଞ୍ଚଳର। ଏନେଇ ସିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ୯ ଆକ୍ରାନ୍ତଙ୍କ ମଧ୍ୟରୁ...
କରୋନା କବଳରେ ବଚ୍ଚନ ପରିବାର – ଐଶ୍ୱର୍ଯ୍ୟା, ଆରାଧ୍ୟା କରୋନା ପଜିଟିଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କବଳରେ ବଚ୍ଚନ ପରିବାର। ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ...
କରୋନା ଭଳି ଏଡ୍ସରେ ବି ସାଙ୍ଘାତିକ ହୋଇଥିଲା ଗଞ୍ଜାମ ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଏବେ ସବା ଉପରେ। ଦିନକୁ ଦିନ ଏହା କାୟା ବିସ୍ତାର କରି ଚାଲିଛି ଯାହାକି ଓଡ଼ିଶା ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦ ହଜେଇ...
ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସପ୍ତାହେ ଯାଏଁ ଲକଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍ଏସି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକଡାଉନ ଜୁଲାଇ ୧୩ ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର...




















