୮ ହଟସ୍ପଟ ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟର ୮ଟି ହଟସ୍ପଟ୍ ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଗଞ୍ଜାମ, ଖୋର୍ଦ୍ଧା,କଟକ,ଯାଜପୁର,...
କରୋନା ସମୟରେ ‘ବାହାଘର’ – ଜାଣନ୍ତୁ, କ’ଣ ରହିଛି କୋଭିଡ୍-୧୯ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ସମୟରେ ବିବାହ ଉତ୍ସବ ଭଳି ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି କି? ଜାଣନ୍ତୁ, ରାଜ୍ୟ ସରକାର ଏଥିପାଇଁ କ’ଣ କଟକଣା ଜାରି କରିଛନ୍ତି?
ବାହାଘର ଏବଂ ଏ ସମ୍ପର୍କୀତ କୌଣସି...
କଟକରୁ ଆଉ ୧୦ ପଜିଟିଭ୍ ଚିହ୍ନଟ, ୪ ଜଣ କୋଭିଡ୍ ଯୋଦ୍ଧାଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୧୦ କରୋନା ପଜିଟିଭ୍। ଶନିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ ଜଣ ସଂକ୍ରମିତଙ୍କ ଭିତରୁ ୧୦ ଜଣ ସିଏମସି ଅଞ୍ଚଳର ବୋଲି...
ଭୁବନେଶ୍ୱରରୁ ଆଉ ୩୮ ପଜିଟିଭ୍ – ୨୬ କ୍ୱାରେଣ୍ଟାଇନରୁ, ୧୨ ସ୍ଥାନୀୟ ସଂକ୍ରମଣ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୮ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛନ୍ତି।
Update...
ଆଜିଠୁ ଭୁବନେଶ୍ୱରରେ ସେରୋଲଜିକାଲ୍ ଟେଷ୍ଟ, ଘର ଘର ବୁଲି ଟେଷ୍ଟିଂ କରିବ ସ୍ୱତନ୍ତ୍ର ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବାକୁ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ସେରୋଲଜିକାଲ ଟେଷ୍ଟ। ବିଏମସି ଓ ଆରଏମ୍ଆରସିର ମିଳିତ ପ୍ରୟାସରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା...
ଆଜିଠୁ ପୁରୀରେ ସେବାୟତଙ୍କ କୋଭିଡ୍ ଟେଷ୍ଟ, ସୁପ୍ରିମକୋର୍ଟ ଯିବ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଆଜିଠୁ ପୁଣି ଆରମ୍ଭ ହେବ ସେବାୟତଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରଥଯାତ୍ରା ଶେଷ ହେବା ପରେ ସେବାୟତଙ୍କର ଆଜିଠୁ କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ଏହି ରିପୋର୍ଟ...
ଆଉ ୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୬୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା ଭାଇରସ। କରୋନାରେ ପୀଡ଼ିତ ଥିବା ଆଉ ୫ ଜଣ ଆକ୍ରାନ୍ତ ଶନିବାର ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟର କରୋନା...
ରାଜ୍ୟରୁ ଆଉ ୫୭୦ ପଜିଟିଭ୍ ଚିହ୍ନଟ – ୩୮୪ କ୍ୱାରେଣ୍ଟାଇନରୁ, ୧୮୬ ଲୋକାଲ୍ କେସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରୁ ୫୭୦ ନୂଆ ପଜିଟିଭ୍ ଚିହ୍ନଟ
୩୮୪ ଜଣ କ୍ୱାରେଣ୍ଟାଇନ,୧୮୬ ଲୋକାଲ୍ କେସ୍
ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୫୧୬କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ୫ ଶହ ଟପିଛି କରୋନା...
ନୂଆ ତଥ୍ୟ ଜାରି କଲା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ – ‘ବାୟୁରେ ବ୍ୟାପିପାରେ କରୋନା’
ଓଡିଶାଲାଇଭ୍ ବ୍ୟୁରୋ
ବାୟୁମଣ୍ଡଳରେ ଉଡ଼ି ବୁଲୁଛି କରୋନା ଭୂତାଣୁ। ବାୟୁ ଜରିଆରେ ଅତି କ୍ଷୁଦ୍ର କରେନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ନୂଆ...
ଗଞ୍ଜାମ ଓ ଯାଜପୁରବାସୀଙ୍କୁ ଅନୁଗୁଳ ମନା, ଜରୁରୀ କାମରେ ଆସିଲେ କ୍ୱାରେଣ୍ଟାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ଏହି କ୍ରମରେ ଅନୁଗୁଳ...





















