ଓଡ଼ିଶାରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୧୪ ଛୁଇଁଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ପଞ୍ଚମ ଆକ୍ରାନ୍ତ ଜଣକ ରାଜ୍ୟ ବାହାରୁ ଫେରିଛନ୍ତି। ଏନେଇ ସ୍ଵାସ୍ଥ୍ୟ...

ରାଜ୍ୟରେ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ମାସେ ଭିତରେ ଶେଷ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ୧୮ରୁ କମ୍ ବର୍ଷ ବୟସର ପିଲା ରହୁଛନ୍ତି। ସଂକ୍ରମଣ ରୋକିବା ପାଇଁ ୧୫ରୁ ୧୮ ବର୍ଷ...

ବଢ଼ୁଛି ସଂକ୍ରମଣ : ଓଡ଼ିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର  ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା...

ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ନିର୍ଦ୍ଦେଶକ ରମାରମଣ ମହାନ୍ତି ସୂଚନା...

ମାଡ଼ି ଚାଲିଛି ଓମିକ୍ରନ: ୨୧ ରାଜ୍ୟରେ ୬୫୩ ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ୨୧ଟି ରାଜ୍ୟରେ ୬୫୩ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। । ମଙ୍ଗଳବାର ୨୧ ଜଣ...

କରୋନା ଭୟ: ଆସନ୍ତା ଫେବ୍ରୁଆରିରେ ତୃତୀୟ ଲହର!

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଦୁଇମାସ ବିଳମ୍ବରେ ଆସିଥିଲା। ଯଦି ଆଇସିଏମ୍ଆରର ଆକଳନ ଅନୁଯାୟୀ ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ମଧ୍ୟ ତୃତୀୟ...

ନିର୍ବାଚନକୁ ଓମିକ୍ରନ୍ ଭୟ – ୫ ରାଜ୍ୟରେ ଟିକାକରଣ ଜୋରଦାର ଲାଗି କେନ୍ଦ୍ରକୁ ନିର୍ବାଚନ କମିସନଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ ପ୍ରଭାବିତ! ଟିକାକରଣକୁ ଜୋରଦାର କରିବାଲାଗି କେନ୍ଦ୍ରକୁ ପରାମର୍ଶ ନିର୍ବାଚନ ସ୍ଥଗିତ ରଖିବାକୁ ବୁଦ୍ଧିଜୀବୀଙ୍କ...

 ଆଉ ଦୁଇଟି କରୋନା ଟିକା: କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସକୁ ମିଳିଲା ମଞ୍ଜୁରି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଔଷଧ ମୋଲନୁପିରାଭିରକୁ ଅନୁମତି ଜରୁରି ପରିସ୍ଥିତରେ ଦିଆଯିବ କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସ ଟିକା  ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ଟିକାକରଣ ବ୍ୟବସ୍ଥା କରାଯାଇଛି।...

ଜାନୁଆରି ୧୦ରୁ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏକାଧିକ ରୋଗରେ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦ୍ଵିତୀୟ ଡୋଜ୍ ଟିକାରଣର ୯ ମାସ ପରେ ବୁଷ୍ଟର ଡୋଜ୍ ଡାକ୍ତରଙ୍କ ପରାମର୍ଶରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ଆଗଧାଡ଼ିର...

୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କୁ ଜାନୁଆରିରୁ ମିଳିବ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ପିଲାଙ୍କ ଟିକାକରଣ ପାଇଁ କେନ୍ଦ୍ରର ଗାଇଡଲାଇନ ଜାନୁଆରି ପହିଲାରୁ ଟିକାକରଣ ପାଇଁ ପଞ୍ଜିକରଣ କରୋନା ସଂକ୍ରମଣ ରୋକିବା ପାଇଁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟିକାକରଣ କରାଯିବ। ଏନେଇ ସୋମବାର...