କରୋନା ମୁକ୍ତ ହେଲେ କିରଣ କୁମାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୀ, ଗୁଜୁରାଟୀ, ଭୋଜପୁରି ଫିଲ୍ମର ଜଣାଶୁଣା ଅଭିନେତା  କିରଣ କୁମାର କରୋନା ସଂକ୍ରମିତ ହୋଇଥିଲେ। ଗତ ମେ’ ୧୪ରେତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଖୁସିର କଥା ଗୁରୁବାର କିରଣଙ୍କର କରୋନା ରିପୋର୍ଟ...

କରୋନା ଟିକା ପାଇଁ ଜୋରଦାର ପ୍ରୟାସ କରୁଛି ଭାରତ – କେ ବିଜୟ ରାଘବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ସମସ୍ତେ କରୋନା ପ୍ରତିଷେଧକକୁ ଚାହିଁ ରହିଥିବା ବେଳେ ଏଦିଗରେ ସଫଳତା ମିଳୁନି। ଏନେଇ ମୁଖ୍ୟ କେନ୍ଦ୍ର ସରକାରଙ୍କ ପ୍ରମୁଖ...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ – ମାଗଣାରେ ଟ୍ରେନ୍‌, ବସ୍‌ରେ ଘରେ ପହଞ୍ଚିବେ ପ୍ରବାସୀ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଉ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଉ ଟ୍ରେନ୍‌ ଓ ବସ୍‌ ଭଡ଼ା ସଂପୃକ୍ତ ରାଜ୍ୟ...
corona symptoms

ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ, କେବଳ ଯାଜପୁରରୁ ୨୫

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଏଥିମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ କରି...

କରୋନା ଯୋଦ୍ଧାଙ୍କୁ ସମ୍ମାନ – ମୁଖ୍ୟମନ୍ତ୍ରୀ କହିଲେ, “ଶନିବାର ସନ୍ଧ୍ୟାରେ ଗାଅ ବନ୍ଦେ ଉତ୍କଳ ଜନନୀ”

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ସାମାଜିକ ଦୂରତା ପାଳନ କରି ସମସ୍ତ ଓଡ଼ିଆ...

ବଢ଼ିବ କି ଲକଡାଉନ୍! କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିବେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଲକଡାଉନ୍ ବୃଦ୍ଧି ହେବ କି ନାହିଁ ସେନେଇ ଗୁରୁବାର କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କଥାବାର୍ତ୍ତା ହେବେ। ଭିଡିଓ କନଫରେନ୍ସି...

ଲକ୍‌ଡାଉନ ଆଉ ୨ ସପ୍ତାହ ବଢ଼ିବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିପାରନ୍ତି। ଏହିଭଳି ଏକ ଖବର ଆସୁଛି। ମେ’ ୩୧ରେ ଶେଷ ହେଉଥିବା ତାଲା ବନ୍ଦକୁ ଜୁନ ୧୪ ପର୍ଯ୍ୟନ୍ତ ବଢ଼ା ଯାଇପାରେ।...

ଗଞ୍ଜାମରେ ଦୁଇ ଜଣ ହୋମଗାର୍ଡଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତକାଲି କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ହୋମଗାର୍ଡ କରୋନା କବଳରେ ପଡ଼ିଛନ୍ତି। ପୋଲସାରା ଥାନାର ଦୁଇ ହୋମଗାର୍ଡ ଜଗନ୍ନାଥପୁର...

ନିୟମ ମାନିବାକୁ ଅପିଲ୍‌ କଲେ ପୋଲିସ କମିସନର – ‘‘ଲକ୍‌ଡାଉନ୍‌ କୋହଳ ହୋଇଛି, କରୋନା ଯାଇନି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ବି ସକ୍ରିୟ ଅଛି। ସତର୍କ ରହିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ‘‘ଲକ୍‌ଡାଉନ୍‌ ନିୟମ କୋହଳ ହୋଇଥିବାରୁ ଲୋକେ ଭାବୁଛନ୍ତି କରୋନା ଭାଇରସ୍‌...

କରୋନା – ସୁସ୍ଥ ସଂଖ୍ୟା ଅଧିକ, ଆକ୍ରାନ୍ତଙ୍କ ସଂଖ୍ୟା କମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ଆରୋଗ୍ୟ ହାର ୫୦ ପ୍ରତିଶତ। ଗତ କିଛିଦିନ ହେଲୋ କରୋନା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା ବଢୁଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି। ଆଜି...