ଆଉ ୪ କରୋନା ଆକ୍ରାନ୍ତ ସୁସ୍ଥ – ସମସ୍ତେ କେନ୍ଦ୍ରାପଡ଼ାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର। ବର୍ତ୍ତମାନ ଜିଲ୍ଲାରେ ମୋଟ୍‌ ୨୬ ଜଣ ସୁସ୍ଥ ହୋଇଛନ୍ତି। ଏନେଇ...

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ‘‘ଆଗାମୀ ୧ ମାସ ଆମ ପାଇଁ ଚାଲେଞ୍ଜ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଆଗାମୀ ୧୫ ଦିନରୁ ୧ ମାସ ଆମ ପାଇଁ ଚାଲେଞ୍ଜ। ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଏହା ଆମ ପାଇଁ ଚାଲେଞ୍ଜ ହେବ। ହେଲେ ଏହି ଚାଲେଞ୍ଜକୁ ଆମେ...

ମୋଦୀଙ୍କୁ ପଚାରିଲେ ରାହୁଲ – ଆପଣଙ୍କ ଲକ୍‌ଡାଉନ୍‌ ଫେଲ୍‌, ଆଗାମୀ ଷ୍ଟ୍ରାଟେଜି କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଉଡାଉନକୁ ନେଇ ମୋଦୀଙ୍କୁ ଘେରିଲେ ରାହୁଲ ଗାନ୍ଧୀ। କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭିଡିଓ ବାର୍ତ୍ତା ଜାରି କରି...

କେନ୍ଦ୍ରାପଡ଼ାରେ ପଜିଟିଭ୍‌ ସଂଖ୍ୟା ବଢ଼ାଇଲେ ପ୍ରବାସୀ – ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାତର ୩ ଦିନ ଧରି ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇ ଦିନରେ ୧୫ ଜଣ ଥିବା ବେଳେ ଆଜି ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର...

୨୯ ଜିଲ୍ଲାକୁ ଛୁଇଁଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ରାୟଗଡ଼ାକୁ ଛାଡ଼ି ଆଉ ସବୁ ଜିଲ୍ଲାରେ ପଶିଲା କରୋନା। କରୋନା ଭାଇରସ୍‌ କବଳରେ ଓଡ଼ିଶା। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଜିଲ୍ଲା ସଂଖ୍ୟା ବି ବଢ଼ି ଚାଲିଛି।...

ସୋନପୁର ଛୁଇଁଲା କରୋନା – ଜଣେ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଥମ ଥର ପାଇଁ ସୋନପୁର ଛୁଇଁଲା କରୋନା। ସୋନପୁରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।...

କଣ୍ଟେନମେଣ୍ଟ ଜୋନ୍‌ରେ ପୋଲିସ ଜନତା ମୁହାଁମୁହିଁ – ଟେକାପଥର ମାଡ଼ କଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍‌ ଉଠାଇବା ଦାବିରେ ତାତିଲେ ଲୋକେ। ଏହାସହ ସାଧାରଣ ଜନତା ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହାପରେ ମହତାବ ରୋଡ ଓ ଏହା ଆଖପାଖ...

 ପୁଣି ୭୯ କରୋନା ପଜିଟିଭ୍‌ ଚିହ୍ନଟ – କଟକରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧, ୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ...

କେନ୍ଦ୍ରାପଡ଼ା ସହରରେ ଜଣେ କରୋନା ପଜିଟିଭ୍ ଚିହ୍ନଟ – ୧୦ ନମ୍ବର ୱାର୍ଡର କିଛି ଅଞ୍ଚଳ ୪୮ ଘଣ୍ଟିଆ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ସହରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ପ୍ରଶାସନ ଚିନ୍ତାରେ। ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଢିଆଳ ଓ ମାଧପୁର ଗାଁର କିଛି ଅଞ୍ଚଳକୁ...

କରୋନା ମୁକାବିଲା ପାଇଁ ସାନିଟାଇଜର ପ୍ରସ୍ତୁତ କଲେ ସୋଆ ଗବେଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ମୁକାବିଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆଗକୁ ଆସିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର। ସୋଆ ଦ୍ୱାରା ପରିଚାଳିତ ସ୍କୁଲ ଅଫ...