କାଲିଠୁ ରାଜ୍ୟରେ ଗଡ଼ିବ ବସ୍‌-ଅଟୋ, ରହିଛି ଏହି ସବୁ ନିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ରାଜ୍ୟରେ ଆସନ୍ତାକାଲିଠାରୁ ସିଟି ବସ୍‌ ଚଳାଚଳ କରିବ। ଏହାସହ ଅଟୋ, ଘରୋଇ ଗାଡ଼ି ମଧ୍ୟ ଚଳାଚଳ କରିବ। ବସ୍‌ରେ ଯେତିକି ସଂଖ୍ୟକ ସିଟ୍‌ ଥିବ ସେତିକି...

ବଦଳିଲା କ୍ୱାରେଣ୍ଟିନ୍ ନିୟମ – ୨୧ ଦିନ ବଦଳରେ ଏଣିକି ୧୪ ଦିନ କ୍ୱାରେଣ୍ଟିନ

ଓଡ଼ିଶାଲାଇଭ୍ ବ୍ୟରୋ ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍ ନିୟମ। ଏଣିକି ୨୧ ଦିନ ବଦଳରେ ପ୍ରବାସୀମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ, ରାଜ୍ୟ...

ନୂଆପଡ଼ା ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମଥର ପାଇଁ ନୂଆପଡ଼ା ଜିଲ୍ଲା ଛୁଇଁଲା କରୋନା। ନୂଆପଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଆଜି...
peter tsai-2 with mask

ବଢ଼ିଚାଲିଛି N 95 ମାସ୍କର ଆବଶ୍ୟକତା, ଉଦ୍ଭାବକ ଥିଲେ ତାଇବାନର ଜଣେ ଗରିବ କୃଷକଙ୍କ ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପି କୋରୋନା ଆତଙ୍କ ବଢ଼ିଚାଲିଥିବା ବେଳେ ରକ୍ଷକ ସାଜିଛି N 95 ମାସ୍କ। ଏହା ସହ ଏହାର ବ୍ୟବହାର ଏବଂ ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ଏହାର...

ରାଜ୍ୟରେ ପୁଣି ୬୭ ନୂଆ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ରାଜ୍ୟରେ ପୁଣି ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି...

ପୁଣି ପଜିଟିଭ୍ ଚିହ୍ନଟ – ବଲାଙ୍ଗିରରେ ୭, ସୁନ୍ଦରଗଡ଼ରେ ୪, ବରଗଡ଼ରୁ ଜଣେ

ଓଡ଼ିଶାଲାଇଭ୍ କରୋନା ବ୍ୟରୋ ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରବିବାର ବଲାଙ୍ଗିରରୁ ୭ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ବରଗଡ଼ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ...

ଆନ୍ଧ୍ରରୁ ଭଦ୍ରକ ଆସୁଥିଲା ଟ୍ରେନ – ଚିଲିକା ଷ୍ଟେସନରେ ଚେନ ଟାଣି ଓହ୍ଲାଇଗଲେ ୪୨୦ରୁ ଅଧିକ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପୁଣି ଅଧାବାଟରୁ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିଲେ ଶ୍ରମିକ। ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଚିଲିକା ଷ୍ଟେସନରେ। ଆନ୍ଧ୍ରପ୍ରଦେଶର ଗୁଣ୍ଡୁରୁ ଅଞ୍ଚଳରୁ ଓଡ଼ିଆ...

ରାଜ୍ୟର ଆଉ ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି...

ଜୁନ୍ ୫ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା – ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୭୨ ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା ୨୯ ଓ ୩୦ ତାରିଖରେ ହେବ ପରୀକ୍ଷା ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବ ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ନୀତିରେ...

ଟ୍ରେନ୍ ଗଡ଼ିବ, ବିମାନ ଉଡ଼ିବ – କେବେ ଚାଲିବ ବସ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବସ୍‌ ଚଳାଚଳ ପାଇଁ ସରକାର ଦେବେ କି ସବୁଜ ସଙ୍କେତ? କରେନା ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ଟ୍ରେନ୍‌, ବିମାନ ଏବଂ ବସ୍‌ ଚଳାଚଳ ବନ୍ଦ କରିଥିଲେ ସରକାର। ମାର୍ଚ୍ଚ ୨୪ରୁ ଟ୍ରେନ୍‌,...