ବାହାର ରାଜ୍ୟରୁ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଲେ ୧୮୧୦ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୪ରୁ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବାହାରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି ୩୩୦୨ ଜଣ। କରୋନା ସଙ୍କଟ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବାହାର...

ଲକଡାଉନ ପୁଣି ବଢ଼ିବ – ଆପଣଙ୍କୁ କ’ଣ ଲାଗୁଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କ’ଣ ଆସନ୍ତାକାଲି ଲକଡାଉନ ପୁଣି ଥରେ ବଢ଼ିବାର ଘୋଷଣା ଆସିବ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ବେଳେ ଅଧିକାଂଶ...

କରୋନା ମୁକାବିଲା – ଭୁବନେଶ୍ୱର, ତାଳଚେର ଓ ଅନୁଗୁଳରେ ସୋଆର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱର ସମ୍‌ କୋଭିଡ୍‌ ହସ୍ପିଟାଲ ସମେତ ତାଳଚେର ଓ କେନ୍ଦ୍ରାପଡ଼ାଠାରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ – ତାଙ୍କ ହାତରେ ଲାଗିବ ଅଲିଭା କାଳିର...

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ରୋଗୀଙ୍କ ପାଇଁ ରଣନୀତି ବଦଳାଇଲେ ସରକାର। ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା କରୋନା ରୋଗୀ ଏଣିକି ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବେ। ପ୍ରତିଦିନ ମେଡିକାଲ ସର୍ଭେଲାନ୍ସରେ ରହିବେ। ଏନେଇ ଆଜି...

ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ – ‘‘କରୋନା ସଂକ୍ରମଣ ଗାଁରେ ନପହଞ୍ଚୁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଏବଂ ପ୍ରବାସୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘ଲୋକମାନେ ଏବେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଏହାକୁ ରୋକିହେବ ନାହିଁ। ଏହାକୁ ଦୃଷ୍ଟିରେ...

ରାଜ୍ୟରେ ପୁଣି ୨୦ ପଜିଟିଭ୍‌ – ୪୧୪କୁ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଗଞ୍ଜାମ, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାର। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି।...
corona test

ରାଜ୍ୟର ୩ ଜିଲ୍ଲାରୁ ପୁଣି ୩ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଚିହ୍ନଟ ହେଲା କରୋନା ପଜିଟିଭ୍‌। କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ୩୯୪ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ...

ପୁରୀ ରଥ ଖଳାରେ କରୋନା ସତର୍କତା – ପ୍ରତିଦିନ ସେବାୟତଙ୍କର ସ୍କ୍ରିନିଂ, ସାମାଜିକ ଦୂରତା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=M4aiFk2CRIM ରଥ ନିର୍ମାଣରେ ଲାଗିଛନ୍ତି ୧୪୮ ଜଣ ମହାରଣା, କମାର ଓ ଭୋଇ ସେବାୟତ ଭକ୍ତ ନିବାସରେ ରହିବା, ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରୁଛନ୍ତି ସେବାୟତ ...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି। ଓଡ଼ିଶାରେ କରୋନା ରାଜ୍ୟରେ ଚିହ୍ନଟ...

IRCTC ଓ୍ଵେବସାଇଟରେ ସମସ୍ୟା – ସନ୍ଧ୍ୟା ୬ଟାରେ ହେବ ଟିକେଟ ବୁକିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ସେବା ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ଅପରାହ୍‌ଣ ୪ଟାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି। କିନ୍ତୁ...