ଆଜି ଦେଶବାସୀଙ୍କୁ କ’ଣ କହିବେ ମୋଦୀ – ବଢ଼ିବ କି ଲକ୍‌ଡାଉନ୍‌ ଅବଧି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ମାସରେ ପଞ୍ଚମ ଥର ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ରାତି ୮ଟାରେ ଏହି କାର୍ଯ୍ୟକ୍ରମ ରହିଛି। ତେବେ...

ସାମାଜିକ ନିୟମ ଉଲ୍ଲଘଂନ ଅଭିଯୋଗ – ବାପୁଜୀନଗର ମାର୍କେଟକୁ ସିଲ୍‌ କଲା ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସିଲ୍‌ ହେଲା ଭୁବନେଶ୍ଵରସ୍ଥିତ ବାପୁଜୀନଗର ମାର୍କେଟ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ବାପୁଜୀନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି। ଏନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ...

କଟକ ଭୁବନେଶ୍ଵର ମଧ୍ୟରେ ଗଡ଼ିବ ବସ୍‌ – ଯାତ୍ରା କରିବେ ସରକାରୀ କର୍ମଚାରୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବୁଧବାରଠୁ କଟକ ଭୁବନେଶ୍ଵର ମଧ୍ୟରେ ଗଡ଼ିବ ବସ୍‌। ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଗୋଟିଏ ବସ୍‌ ଚଳାଚଳ କରିବ। ଏହି ବସ୍‌ ଅଫିସ ଟାଇମ୍‌ରେ ଯିବା ଆସିବା କରିବ। ବସ୍‌...

ପ୍ରବାସୀଙ୍କୁ ନେଇ ଭଦ୍ରକ ଆସୁଛି ଟ୍ରେନ, ଚରମ୍ପା ଷ୍ଟେସନ ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକ ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। ଏହି କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି...

ବଢୁଛି ଚିନ୍ତା – ରାଜ୍ୟରେ ପୁଣି ୨୩ କରୋନା ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ପୁଣି ୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ବାଲେଶ୍ଵର, ଗଞ୍ଜାମ,...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ବିଦେଶରେ ଆଉ ଜଣେ କେନ୍ଦ୍ରାପଡ଼ା ପୁଅର ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବାର ପୋଷିବାକୁ ନିଜ ଦେଶଛାଡି ପରଦେଶକୁ ଚାକିରି କରିବାକୁ ଯାଇଥିଲେ ମହେନ୍ଦ୍ର। କରୋନାରେ ଯେ ତାଙ୍କର ଜୀବନ ଚାଲିଯିବ ଏହାକୁ ଗ୍ରହଣ କରି ପାରୁନାହାନ୍ତି ମହେନ୍ଦ୍ରଙ୍କ ପରିବାର ବର୍ଗ। ଘରେ ବୁଢା...

ବାହାର ରାଜ୍ୟରୁ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଲେ ୧୮୧୦ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୪ରୁ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବାହାରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି ୩୩୦୨ ଜଣ। କରୋନା ସଙ୍କଟ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବାହାର...

ଲକଡାଉନ ପୁଣି ବଢ଼ିବ – ଆପଣଙ୍କୁ କ’ଣ ଲାଗୁଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କ’ଣ ଆସନ୍ତାକାଲି ଲକଡାଉନ ପୁଣି ଥରେ ବଢ଼ିବାର ଘୋଷଣା ଆସିବ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ବେଳେ ଅଧିକାଂଶ...

କରୋନା ମୁକାବିଲା – ଭୁବନେଶ୍ୱର, ତାଳଚେର ଓ ଅନୁଗୁଳରେ ସୋଆର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱର ସମ୍‌ କୋଭିଡ୍‌ ହସ୍ପିଟାଲ ସମେତ ତାଳଚେର ଓ କେନ୍ଦ୍ରାପଡ଼ାଠାରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...