କରୋନାକୁ ଚୀନ ଭାଇରସ୍ ନାଁ ଦେଲେ ଟ୍ରମ୍ପ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ଦୁଇ ପ୍ରମୁଖ ରାଷ୍ଟ୍ର ଆମେରିକା ଏବଂ ଚୀନ ଭିତରେ ଏହାକୁ ନେଇ କଥା କଟାକଟି ଚାଲିଛି। କରୋନାକୁ...
କରୋନା ଭାଇରସ ପ୍ରଥମେ କେଉଁଠି ଦେଖାଯାଇଥିଲା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଅନୁଧ୍ୟାନ ଅନୁଯାୟୀ ଚୀନର ଉହାନ ସହରରେ ପ୍ରଥମେ କରୋନା ଭାଇରସ ଦେଖା ଦେଇଥିଲା। ପ୍ରାଥମିକ ଅବସ୍ଥାରେ ଚୀନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହାକୁ ଗୁରୁତର ଭାବେ...
ଲାଇନ୍ରେ ଠିଆ ହୋଇ କିଣିବେ ମଦ: କରୋନା ପାଇଁ ସରକାର ଦେଲେ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କରୋନା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମଦ ଦୋକାନରେ ଗ୍ରାହକମାନେ ଧାଡ଼ି ଲଗାଇଥିବା ବେଳେ...
କରୋନା ସତର୍କତା – ଜାଣନ୍ତୁ ବ୍ୟାଙ୍କ ପାଇଁ କ’ଣ ଗାଇଡଲାଇନ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାରି ମଧ୍ୟରେ ବ୍ୟାଙ୍କମାନଙ୍କ ପାଇଁ ମଧ୍ୟ କିଛି ଗାଇଡଲାଇନ୍ ଧାର୍ଯ୍ୟ ହୋଇଛି।
...
ମାସ୍କର ଅଭାବ ପୂରଣ କଲେ ମହିଳା – ସ୍କୁଲ୍ ଡ୍ରେସ୍ କପଡାରେ ତିଆରି କଲେ ମାସ୍କ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ୱରେ କରୋନା ସମସ୍ତଙ୍କ ନିଦ ହଜାଇଦେଇଛି। ଲୋକମାନେ ନିଜକୁ କରୋନା କବଳରୁ ରକ୍ଷା କରିବା ପାଇଁ ମାସ୍କର ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ବଜାରରେ ମାସ୍କର ଘୋର ଅଭାବ...
କରୋନାକୁ ଜିତିଲେ ୧୦୩ ବର୍ଷୀୟା ବୃଦ୍ଧା – ସୁସ୍ଥ ହୋଇ ଫେରିଲେ ଘରକୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ମାତ୍ ଦେଇଛନ୍ତି ଜଣେ ୧୦୩ ବର୍ଷୀୟା ବୃଦ୍ଧା। ଇରାନର ସେମନାନ୍ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
କରୋନା ଭଳି ମାରାତ୍ମକ ରୋଗକୁ ମାତ୍ ଦେଇ ଘରକୁ ଫେରିଛନ୍ତି...
କରୋନା ସତର୍କତା – ଜେଲ୍ରେ ଆରମ୍ଭ ହେଲା ଇ-ମୁଲାକାତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ ପାଇଁ ଜେଲରେ ସତର୍କତା। ସବୁ ଜିଲ୍ଲାର ମୁଖ୍ୟ କାରାଗାରରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ। ଭିଜିଟର ରୁମ୍ରେ ସ୍କାଇପ ଜରିଆରେ କଏଦୀଙ୍କ ସହ ସାକ୍ଷାତ କରିପାରିବେ ସମ୍ପର୍କୀୟ। ୨ରୁ ୩...
ମୋବାଇଲ ଆଣିପାରେ କରୋନା, ଜାଣନ୍ତୁ କେମିତି ରଖିବେ ପରିଷ୍କାର?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=h2kByKBLD3o]
କରୋନା ଭୂତାଣୁ ସଂକ୍ରମଣୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କରୋନାରୁ ବଞ୍ଚିବା ପାଇଁ ମୁଖ୍ୟତଃ ହାତ ସଫାକୁ ଗୁରୁତ୍ୱ ଦିଆଯାଉଛି।...
କରୋନା କଟକଣା – ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଶ୍ରୀମନ୍ଦିରରେ ଜାରି ହେଲା କରୋନା କଟକଣା। ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
କରୋନା ମୁକାବିଲା କରିବା ପାଇଁ ଗୁରୁବାର ଜିଲ୍ଲାପାଳ ଓ...
ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ। ବୁଧବାର ତାଙ୍କୁ କରୋନା ଭୂତାଣୁ ହୋଇଥିବା ସନ୍ଦେହ କରାଯାଇ ସଫଦରଜଙ୍ଗ ହସ୍ପିଟାଲର କରୋନା ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ସେ...





















