କରୋନା ସଂକ୍ରାନ୍ତୀୟ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର...

ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ କରୋନା ଟିକା ସ୍ଫୁଟନିକ୍ ଭି’କୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ କରୋନା ଟିକାର ସଂକଟ ଦେଖାଦେଇଛି। ଏହି ସମୟରେ ଟିକାକୁ ନେଇ ଏକ ଖୁସି ଖବର ଆସିଛି। ଋଷ୍ ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ୍ ଭି'କୁ ଭାରତରେ ଜରୁରୀ...
corona test

ବାଲେଶ୍ୱରରେ ଚିନ୍ତା ବଢ଼ାଇଲା ଇମାମୀ ପେପର୍ ମିଲ୍ – ଦିନକରେ ୧୦୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ୍ – ଜରୁରୀ କାର୍ଯ୍ୟ ନଥିଲେ ସରକାରୀ ଅଫିସ୍ ଯିବାକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅତି ଜରୁରୀ କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାରଣ କରାଯାଇଛି। ଯଦି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ତେବେ ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି...
Coronavirus blood test

ଡରାଉଛି କରୋନାର ନୂଆ ଷ୍ଟ୍ରେନ – ଦେଶରେ ୨୪ଘଣ୍ଟାରେ ୧ଲକ୍ଷ ୬୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୮ହଜାର...

ରାଜ୍ୟରେ ବଢୁଛି ସଂକ୍ରମଣ – ଦିନକରେ ୧୭୪୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ...

କୋଭିଡ୍ ନିୟମ କଡ଼ାକଡ଼ି – ରାଜଧାନୀରେ ଅମାନିଆଙ୍କୁ ଧରିବ ସିସିଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ନିୟମକୁ ବେଖାତିର କରୁଛନ୍ତି କି? ଗାଡ଼ି ଚଳାଇବା ସମୟରେ କିମ୍ବା ଗମନାଗମନ ସମୟରେ ମୁହଁରେ ମାସ୍କ ପିନ୍ଧୁ ନାହାଁନ୍ତି କି? ଯଦି କେହି ଗାଇଡଲାଇନ ମାନୁନାହାଁନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଏଣିକି...

ମାଲକାନଗିରି ଓ ନବରଙ୍ଗପୁର ସୀମା ସିଲ୍ – ନେଗେଟିଭ୍ ରିପୋର୍ଟ ପରେ ରାଜ୍ୟକୁ ପ୍ରବେଶ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ କରୋନା ସଂକ୍ରମଣ ବେଶି ଥିବାରୁ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ଆଜିଠାରୁ ମାଲକାନଗିରି ଓ ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ...

ଏପ୍ରିଲ ୧୨ରୁ କଡ଼ା ନିୟମ – ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ  କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କୁ...

ରାଜ୍ୟରେ କରୋନା ସ୍ଥିତି ବିସ୍ଫୋରକ – ଦିନକରେ ୧୩୭୪ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ହେଲାଣି। ଶନିବାରେ ରାଜ୍ୟରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪...