ଦେଶରେ ୫୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୬,୪୨୪ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୯୬,୪୨୪ ଆକ୍ରାନ୍ତ, ୧,୧୭୪ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୨,୧୪,୬୭୮କୁବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୪,୩୭୨କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ ପୁଣି ୯୬...

ମୁମ୍ବାଇରେ ଲାଗୁ ହେଲା ଧାରା ୧୪୪, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ସହରରେ ଲାଗୁ ହେଲା ଧାରା ୧୪୪। କରୋନାର କାୟା ବିସ୍ତାର ରୋକିବାକୁ ଯାଇ ମୁମ୍ବାଇ ପୋଲିସ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଜନସାଧାରଣଙ୍କ...

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ କବଳରେ ରାଜ୍ୟର ଆଉ ଜଣେ ନେତା। ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ସେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ବିଧାୟକ ଜୟନ୍ତ...

ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ୍ ଚିହ୍ନଟ – ୧୦୧ କ୍ୱାରେଣ୍ଟାଇନରୁ, ୨୨୪ ସ୍ଥାନୀୟ ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ୍ ଚିହ୍ନଟ ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ  ରାଜଧାନୀରେ ଏବେ ବି ୪୪୨୬ ଆକ୍ରାନ୍ତ ସକ୍ରିୟ  ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୫...

ମାସ୍କ ପିନ୍ଧି ନଥିବା ହଜାରରୁ ଅଧିକ ଲୋକଙ୍କୁ ଜରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ୟ କେଉଁ ସ୍ଥାନ କଥା କୁହାଯାଉନି। ରାଜଧାନୀ ଭୁବନେଶ୍ୱରରେ ହିଁ ମାସ୍କ ପିନ୍ଧି ନଥିବା କାରଣରୁ ୧,୦୨୩ ଜଣ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଛି। ରାଜଧାନୀର ଶିକ୍ଷିତ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ...

ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୬୬୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଜି ପୁଣି ୧୩ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୬୬୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ରାଜ୍ୟରେ ଆଜି ଆଉ ୪୨୪୧ ପଜିଟିଭ – ଖୋର୍ଦ୍ଧାରୁ ସର୍ବାଧିକ ୬୪୭

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ଆଜି ଆଉ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୭୩୯ ଲୋକାଲା କେସ୍‌ ରହିଛି। ଆଜି ମଧ୍ୟ ଖୋର୍ଦ୍ଧା...

ଓଡ଼ିଶାରେ ୧ ହଜାର କୋଭିଡ ରୋଗୀଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏଯାଏଁ ୧ ହଜାର କୋଭିଡ ରୋଗୀଙ୍କଠାରେ ପ୍ଲାଜମା ଥେରାପି କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଦେଶରେ ୮୩ ହଜାର ପାର୍ କଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୧୩୨ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୯୭,୮୯୪ ଆକ୍ରାନ୍ତ, ୧,୧୩୨ ମୃତ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୩,୧୯୮କୁ ବୃଦ୍ଧି ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୧,୧୮,୨୫୪କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ। ଆଜି ଗୋଟିଏ ଦିନରେ ପୁଣି...

ଟ୍ୱିନ୍ ସିଟିରେ ଢିଲା ପଡ଼ିଲାଣି କୋଭିଡ୍‌ ନିୟମ: ଡିଜିପି ନିଜେ ତଦାରଖ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ଅନ୍ୟ ସବୁଠି କୋଭିଡ୍‌ ନିୟମ ସଠିକ୍ ଭାବେ ପାଳନ କରାଯାଉଛି। କିନ୍ତୁ ଭୁବନେଶ୍ୱର-କଟକ ମହାନଗର ଅଞ୍ଚଳରେ କୋଭିଡ୍‌ ନିୟମ ପାଳନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌...