କମୁଛି ଶୀତ, ବଢ଼ୁଛି ତାପମାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଧିରେ ଧିରେ ଶୀତ କମିବାରେ ଲାଗିଛି। ଏହାସହ ତାପମାତ୍ରା ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାକୁ ଛାଡ଼ି ଦେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀରେ ବା ୧୦ଡିଗ୍ରୀ ଉପରେ...

ରାଜ୍ୟରେ ୨ଦିନ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ଭୋର୍‌ ସକାଳୁ କିଛିଟା...

ଫେବ୍ରୁଆରି ୯ରୁ ପଶ୍ଚିମ ଓଡ଼ିଶାରେ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ...

ଆଉ ୨ ଦିନ କୁହୁଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ତାପମାତ୍ରା ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ସାମାନ୍ୟ କମିଛି। ଆଉ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ଥଣ୍ଡାର ପ୍ରକୋପ ଲାଗି ରହିବ...

ଆହୁରି ୨ ଦିନ ଥରିବ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆହୁରି ୪୮ ଘଣ୍ଟା ଲାଗି ରହିବ ଶୀତ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ବୁଧବାର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ...

ଆହୁରି ୨୪ ଘଣ୍ଟା ଲାଗି ରହିବ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ବୁଧବାର ରାଜ୍ୟର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ଖସି ଯାଇଥିଲା। ରାଜ୍ୟର ୧୨ଟି ସହରରେ ଅଧିକ ଶୀତ ଅନୁଭୂତ ହେଉଛି। ଗୁରୁବାର ଦାରିଙ୍ଗିବାଡ଼ିରେ...

ଦିନରେ ତାତି, ରାତିରେ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଦିନରେ ବଢ଼ିବ ତାତି। ଦୁଇ ଦିନ ଧରି କୋହଲା ପାଗ ଓ ବର୍ଷା ହେବାରୁ ଦିନର ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା। ମଙ୍ଗଳବାରଠାରୁ ଦିନର ତାପମାତ୍ରା ୪ରୁ...

ଘନ କୁହୁଡ଼ିର ଚାଦର, ବିଭିନ୍ନ ସ୍ଥାନରେ ଦୁର୍ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। ସାରା ରାଜ୍ୟରେ କୁହୁଡ଼ିର ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡ଼ି ଲାଗି ରହିବ...

ଆହୁରି ୩ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି, ୨୮ ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଜାନୁଆରୀ ୨୫ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡ଼କୁ ପଶ୍ଚିମ ବାୟୁ ପ୍ରବାହ ରହିଛି। ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି...

୨୪ ତାରିଖ ଯାଏଁ ଲାଗି ରହିବ ଘନ କୁହୁଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି। ଭୁବନେଶ୍ୱରରେ ଲଗାତାର ତିନି ଦିନ ଧରି କୁହୁଡ଼ି ହେଉଛି। ଏଥିପାଇଁ ଯାତାୟାତ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଭୁବନେଶ୍ୱର ସମେତ...