ଆପଣ ବି ବିଛଣାରେ ବସି ଖାଉଛନ୍ତି କି? ସାବଧାନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ଲୋକଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଏକ ମନ୍ଦ ଅଭ୍ୟାସ ରହିଥାଏ। ହେଲେ ଆପଣ ଜାଣନ୍ତି କି ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ରୋଗ ହୋଇପାରେ।...

କେମିତି ପ୍ରସ୍ତୁତ କରିବେ କଡ଼ା ଚା’

ଓଡ଼ିଶାଲାଇଭ୍ ବ୍ୟୁରୋ ଚା’ ପିଇବା ସମସ୍ତଙ୍କ ଇଛା। କିନ୍ତୁ କିଛି ଲୋକ ଚା’ ପ୍ରସ୍ତୁତ କରିବା ବେଳେ ଚା’କୁ ପାଣିଚିଆ କରି ଦିଅନ୍ତି, ତ କିଛି ଲୋକ ଚା’କୁ କଡ଼ା କରି ପାରନ୍ତି ନାହିଁ।...

ନଭେମ୍ବର ୧୪ରେ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ଚକ୍ଷୁ ରୋଗୀଙ୍କ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଡାଇବେଟିକ୍‌ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା। ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ...

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ବ୍ୟାୟାମ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୮ ବର୍ଷ ବୟସ ପରେ ଉଚ୍ଚତା ସହଜରେ ବଢ଼ି ନଥାଏ। ଡେଙ୍ଗା ହେବା ସାଧାରଣତଃ ଜେନେଟିକ୍‌, ହରମୋନ୍‌ ଏବଂ ଖାଦ୍ୟ ପାନୀୟ ଉପରେ ନିର୍ଭର କରିଥାଏ। କିନ୍ତୁ କିଛି ବ୍ୟାୟାମ କଲେ...

ସକାଳୁ ଖାଲିପେଟରେ ଉଷୁମ ପାଣି ପିଅନ୍ତୁ, ଓଜନ କମିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଷୁମ ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଉଷୁମ ପାଣି ଶରୀରର ସମସ୍ତ ଅଙ୍ଗକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିଥାଏ। ତେବେ ଜାଣନ୍ତୁ, ପ୍ରତିଦିନ ଉଷୁମ୍‌ ପାଣି ପିଇଲେ କ’ଣ...

ଶୀତଦିନେ କେଉଁ ଫଳ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତଦିନେ ସାଧାରଣତଃ ଜଳବାୟୁ ଶୁଷ୍କ ଥାଏ। ଏହି ୠତୁରେ ତ୍ୱଚା ଶୁଷ୍କ ହେବା ସଙ୍ଗେସଙ୍ଗେ ଶରୀରରେ ଜଳୀୟ ଅଂଶ କମିଯାଏ। ଏଥିପାଇଁ ଶୀତଦିନେ କିଛି ସ୍ୱତନ୍ତ୍ର ଫଳ ସେବନ କଲେ, ଏହା...

କେଶ ଓ ତ୍ଵଚା ସମସ୍ୟା ପାଇଁ ଖାଆନ୍ତୁ ଅଁଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଔଷଧୀୟ ଗୁଣ ପାଇଁ ଅଁଳା ଘରେ ଘରେ ବେଶ୍‌ ପରିଚିତ। ଅଁଳା ସ୍ଵାସ୍ଥ୍ୟ ସଙ୍ଗେ ସଙ୍ଗେ କେଶ ଓ ତ୍ଵଚା ପାଇଁ ରାମବାଣ ଭଳି କାମ କରେ। ଭିଟାମିନ୍‌ ସିରେ ଭରି ରହିଛି...

ରାତିରେ ନିଦ ହେଉନି କି? ପିଅନ୍ତୁ କ୍ଷୀର ସହ ମହୁ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ଷୀର ଓ ମହୁର ବିଭିନ୍ନ ପ୍ରକାର ଉପକାରିତା ସଂପର୍କରେ ଆପଣମାନେ ଜାଣିଥିବେ। ତେବେ ଉଭୟକୁ ମିଶାଇ ଖାଇବାର ଫାଇଦା ଜାଣନ୍ତୁ । -କ୍ଷୀରରେ ଅଧଚାମଚ ମହୁ ମିଶାଇ ପିଇଲେ ହଜମକ୍ରିୟା ଭଲ ଭାବେ...

ଓଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି ଉପାୟରେ ଲଗାନ୍ତୁ ଲିପଷ୍ଟିକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ମହିଳାମାନେ ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମିତି ବି କିଛି ମହିଳା ଅଛନ୍ତି ଯେଉଁମାନେ ବିନା ଲିପଷ୍ଟିକରେ ଘର...

କେମିତି କରିବେ ମୋବାଇଲର ସଠିକ୍‌ ବ୍ୟବହାର?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ଦେଖିବାକୁ ଗଲେ ପ୍ରାୟ ସମସ୍ତ ଲୋକ ମୋବାଇଲ ଫୋନ୍‌ର ବ୍ୟବହାର କରୁଛନ୍ତି। ହେଲେ ଫୋନ୍‌କୁ ସୁରକ୍ଷିତ ଭାବେ କେମିତି ବ୍ୟବହାର କରିବେ ତାହା ଜାଣି ନଥା’ନ୍ତି। ତେବେ, ଜାଣନ୍ତୁ ସୁରକ୍ଷିତ...