ତ୍ୱଚାରେ ମାଲିସ କରନ୍ତୁ ବାଦାମ ତେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଦାମ ତେଲ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥାଏ। ଯାହାକି ମସ୍ତିଷ୍କକୁ ସକ୍ରିୟ ରଖିବା ସହିତ ଦେହକୁ ସୁସ୍ଥ ରଖେ। ତେଣୁ ଶୀତଦିନେ ବାଦାମ ତେଲକୁ ଅଧିକ ଭାବେ ବ୍ୟବହାର...

ଓଜନ କମ୍‌ କରିବାର ୧୦ଟି ସହଜ ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଜନକୁ ନେଇ ସମସ୍ତେ ଚିନ୍ତିତ? ଅଧିକାଂଶ ବ୍ୟକ୍ତି ଓଜନ କମ୍‌ କରିବା ପାଇଁ ବିଭିନ୍ନ ମେଡିସିନ୍‌, ବିଭିନ୍ନ କମ୍ପାନିର ଖାଦ୍ୟ ବ୍ୟବହାର କରିଥା’ନ୍ତି। ହେଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।...

ଖାଲି ପେଟରେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବର୍ତ୍ତିତ ଜୀବନଶୈଳୀରେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ବେଶ୍‌ ଜରୁରୀ। ଖାଦ୍ୟ ପାନୀୟରେ ଧ୍ୟାନ ନ ଦେଲେ ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ସବୁବେଳେ ବ୍ରେକ୍‌ଫାଷ୍ଟ ସ୍ୱାସ୍ଥ୍ୟକର କରିବା...

ମେଡିସିନ୍ ଷ୍ଟୋରରୁ ଔଷଧ କିଣୁଛନ୍ତି କି? ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ବ୍ୟକ୍ତିର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ସେମାନେ ଡାକ୍ତରଙ୍କ ପାଖକୁ ନଯାଇ କେବଳ ମେଡିସିନ୍ ଷ୍ଟୋରରୁ ବଟିକା ଆଣି ଖାଇଦେଇଥା’ନ୍ତି। କେତେକ କ୍ଷେତ୍ରରେ ସିଧାସଳଖ ମେଡିସିନ୍‌ ଷ୍ଟୋରରୁ କିଣିଥିବା ମେଡିସିନ୍‌...

ଖାଲି ପେଟରେ ପିଅନ୍ତୁନି ଚା’, ହୋଇପାରେ ଗ୍ୟାସ୍ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଚା’ ପିଇବା ପାଇଁ କିଛି ଲୋକ ପାଗଳ ପ୍ରାୟ ତ କିଛି ଲୋକଙ୍କର ଦିନ ଆରମ୍ଭ ହୋଇଥାଏ ଗୋଟେ କପ୍‌ ଚା’ରୁ। କିନ୍ତୁ ଖାଲିପେଟରେ ଚା’ ପିଇବା ଶରୀର ପାଇଁ କ୍ଷତିକାରକ...

ପେଟରେ ଚର୍ବିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଜୁଆଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଔଷଧୀୟ ଗୁଣରେ ଭରି ରହିଛି ଜୁଆଣି। ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରି ନ ଥାଏ ପେଟ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି...

କାହିଁକି କରାଯାଏ ରକ୍ତ ପରୀକ୍ଷା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ...

ସ୍ଵାଇନ ଫ୍ଲୁ ଆତଙ୍କ: ରାଜ୍ୟରେ ୩ଜଣଙ୍କ ରକ୍ତ ନମୁନା ପଜିଟିଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ରାଜ୍ୟରେ ସ୍ଵାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୬ ଜଣ ସ୍ଵାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିଛି।...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ଓଟ୍ସ, ମିଳିବ ଅନେକ ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସକାଳ ଭୋଜନକୁ ସ୍ୱାସ୍ଥ୍ୟକର କରିବା ପାଇଁ ଓଟ୍ସ ଗୋଟେ ଭଲ ଅପ୍‌ସନ୍। ଓଟ୍ସରେ ପ୍ରସ୍ତୁତ ଥିବା ପୋଷକ ତତ୍ଵ କାରଣରୁ ଏହାକୁ ଖାଇବାକୁ ଲୋକେ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଓଟ୍ସ...

ଲଞ୍ଚ କରିବାରେ ଡେରି କରୁଛନ୍ତି କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀର ପାଇଁ ଖାଦ୍ୟ ଯେତିକି ଜରୁରୀ, ସଠିକ୍‌ ସମୟରେ ଖାଇବା ବି ସେତିକି ଜରୁରୀ। ଯଦି ଆପଣ ଖାଇବା ସମୟରେ ଏପଟ ସେପଟ କରିବେ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ...