ଶରୀର ପାଇଁ ଉପକାରୀ ଏହି ଡ୍ରାଇଫ୍ରୁଟ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରାଇଫ୍ରୁଟ୍ସ ଖାଇବା ଯେତିକି ସ୍ୱାଦିଷ୍ଟ ସେତିକି ଲାଭଦାୟକ। ଶୀତଦିନେ କାଜୁ, ପିସ୍ତା, ଆଲମଣ୍ଡ ଭଳି ଡ୍ରାଇଫ୍ରୁଟ୍ସ ଖାଇବା ଅତ୍ୟନ୍ତ ଭଲ। ଆଲମଣ୍ଡରେ ପ୍ରୋଟିନ୍‌, ଫାଇବର, ଓମେଗା-୩, ଓମେଗା -୬, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌,...

ଚାପ ବଢ଼ିଲେ କ’ଣ ସବୁ ସମସ୍ୟା ଦେଖାଦିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିଷ ଜୀବନରେ ଚାପ ବଢ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ, ଚାପ ବଢ଼ିଲେ ମଣିଷ ବିଭିନ୍ନ ସମସ୍ୟା ଦେଇ ଗତି କରେ ଯାହା ପରମୁହୂର୍ତ୍ତରେ ଚିନ୍ତାର କାରଣ ପାଲଟିଯାଏ। ତେଣୁ, ଚାପଗ୍ରସ୍ତ...

ଅଧିକ ଚିନାବାଦାମ ଖାଉଛନ୍ତି କି?

ଓଡ଼ିଶାଲାଇଭ୍ ବ୍ୟୁରୋ ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍‌ ଚିନାବାଦାମରେ...

ଶୀତଦିନେ କେମିତି ନେବେ କେଶର ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ...

ଶୀତଦିନେ ପିଅନ୍ତୁ ଏହି ଗରମା ଗରମ ସୁପ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାଇବା ପୂର୍ବରୁ ଅଧିକାଂଶ ଲୋକ ଏବେ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ତେବେ ଥଣ୍ଡାରେ ଏମିତି କିଛି ସୁପ୍‌ ପିଅନ୍ତୁ ଯାହା ଶରୀରକୁ ସତେଜ ରଖିଥାଏ। ଥଣ୍ଡାରେ ସମସ୍ତଙ୍କୁ ଗରମା ଗରମ୍ ଖାଦ୍ୟ...

ଚିକେନ୍‌ ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ଆମେ ଚିକେନ୍‌ ସହ ଏଭଳି କିଛି ଖାଦ୍ୟ ଖାଇଥାଉ, ଯାହା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଜାଣିବା ଦରକାର ଚିକେନ୍‌ ସହ କ’ଣ ଖାଇବା...

ସୂର୍ଯ୍ୟ ନମସ୍କାର କରିବାର ଫାଇଦା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର, ନିରୋଗ ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଉପଯୋଗୀ। ନିୟମିତ ସୂର୍ଯ୍ୟ ନମସ୍କାର କରିବା ଫଳରେ ଶରୀରରେ ରଙ୍କ ସଞ୍ଚାଳନ, ହଜମ ପ୍ରକ୍ରିୟା ସୁଦୃଢ଼ ରହିଥାଏ। ସୂର୍ଯ୍ୟ ନମସ୍କାର...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କର ସାମାଜିକ...

ମଧ୍ୟାହ୍ନ ଭୋଜନ ଖାଇବାରେ ବିଳମ୍ବ କରୁଛନ୍ତି କି? ବଢ଼ିବ ଓଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନକୁ ଠିକ୍‌ ସମୟରେ ନ ଖାଇଲେ ଓଜନ ବଢ଼ିବାର ଆଶଙ୍କା ଅଧିକ ଥାଏ। ଓଜନ ନିୟନ୍ତ୍ରଣରେ ରଖିବା ଓ କମ୍ କରିବା ଯେମିତି ଆଜିକା ସମୟରେ ପ୍ରତିଟି...

ଖାଦ୍ୟରେ ସାମିଲ କରନ୍ତୁ ଏହି ପାଞ୍ଚ ପ୍ରକାର ଶାଗ, ଥଣ୍ଡା-ଜ୍ୱରରୁ ମିଳିବ ମୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ଶୀତଦିନେ ଥଣ୍ଡା ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଶାଗ ବେଶ୍‌ ଲାଭଦାୟକ। ଏଥିପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ପ୍ରକାର ଶାଗ। ପାଳଙ୍ଗ: ଆଇରନ୍‌,...