ଖରାଦିନେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନହେଲେ ହେବ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ।  ଗରମ ଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ।...

ସୁନ୍ଦରଗଡ଼ରେ ଟେଲି କନସଲଟେସନ୍ ସେବା ‘ଇ-ସଂଜୀବନୀ’: କୋଭିଡ୍ ସମୟରେ ରୋଗୀମାନେ ପାଇବେ ବିଶେଷଜ୍ଞଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ସମୟରେ ରୋଗୀମାନେ ଦୂର ଦୂରାନ୍ତକୁ ନଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା ପରାମର୍ଶ ପାଇ ପାରିବେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ‘ଇ-ସଂଜୀବନୀ’ ସେବା...

ଲକ୍‌ଡାଉନକୁ ନେଇ ଭାରତ ରାଜନୀତି ଦି’ ଫାଳ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ‘ଲକଡାଉନ୍‌’ ଶେଷ ବିକଳ୍ପ ଭାବେ ଲାଗୁ କରାଯାଉ। ଅଧିକାଂଶ ଲୋକଙ୍କ ଧାରଣା ଯେ, ରାଜନୀତି ଏକାଠି କରିବା...

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ? ଦେହ...
corona test

ଆରଟିପିସିଆର୍‌ ରିପୋର୍ଟ ନେଗେଟିଭ୍ ‌ଥାଇ ବି କରୋନା ସଂକ୍ରମିତ – କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାର ଦ୍ୱିତୀୟ ଲହର ଏବେ ଘାତକ ସାଜୁଛି। ଦିନକୁ ଲକ୍ଷାଧିକ ସଂକ୍ରମଣ ସମସ୍ତଙ୍କ ହୋସ୍‌ ଉଡ଼ାଇଲାଣି। ଶରୀରରେ ଲକ୍ଷଣ ନାହିଁ। ଆରଟିପିସିଆର ଟେଷ୍ଟ ରିପୋର୍ଟ ବି ନେଗେଟିଭ୍‌। ତଥାପି ଜଣେ କରୋନା...

କରୋନା ଟିକା ନେବା ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।...

ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ୍‌!

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ଅତିରିକ୍ତ ଗରମ ଲାଗିଲେ କିମ୍ବା ବାହାରୁ ଘରକୁ ଫେରିଲେ ଫ୍ରିଜ୍‌ ପାଣି ପିଇବାର ଅଭ୍ୟାସ ଅଛି କି? ଯଦି ଅଛି ତାହାଲେ ଏଥିରୁ ଦୂରେଇ ରହୁନ୍ତୁ। କାରଣ ଫ୍ରିଜ୍‌ରେ ଥିବା...

କରୋନା ସମୟରେ ଆସ୍ଥମା ରୋଗୀ କିଭଳି ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନାର ଦ୍ୱିତୀୟ ଲହର ଖୁବ୍ ଦ୍ରୁତ ଗତିରେ ବଢ଼ୁଛି। କରୋନାର ପ୍ରଥମ ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତିମାନେ ଅଧିକ ଆକ୍ରାନ୍ତ ହେଉଥିବାବେଳେ, ଏହାର ନୂଆ ଷ୍ଟ୍ରେନ ଛୋଟପିଲା ଏବଂ ଯୁବବର୍ଗଙ୍କୁ ଅଧିକ...

ବିଏମ୍‌ସିର କୋଭିଡ୍ ଟୋଲ୍ ଫ୍ରି ନମ୍ଵର – ‘୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ...

ଗରମ ଯୋଗୁଁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ କିଛି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଅତ୍ୟଧିକ ଗରମ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରିଥାଏା ଏହି ଦିନରେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ସମସ୍ୟା ହୋଇଥାଏା ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ପ୍ରଥମରୁ...