ଆସନ୍ତା ବର୍ଷ ଆସିବ କରୋନା ଟିକା: କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ବର୍ଷ ଆସିବ କରୋନା ଟିକା। ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଏହି କୋଭିଡ ଟିକା ଆସିବ ବୋଲି ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।ଦେଶରେ କୋଭିଡ...

ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି କରୋନା ଆକ୍ରାନ୍ତ। ଶନିବାର ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ପରିବାର ସଦସ୍ୟଙ୍କ ତରଫରୁ ସୂଚନା ମିଳିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଗୁରୁତ୍ୱ...

ଶନିବାର କଟକ ସହରରୁ ୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ଆଖି ବୁଜିଲେ ୨

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ସହରରୁ ଶନିବାର ୨୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୦ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୬୮ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୯୩ ଜଣ ସ୍ଥାନୀୟ ସଂକ୍ରମିତ...

ଘନ କେଶ ଓ ଉଜ୍ଜ୍ଵଳ ତ୍ଵଚା ପାଇଁ ବ୍ୟବହାର କରନ୍ତୁ କେସର ତେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଘନ କେଶ ଏବଂ ସୁନ୍ଦର ତ୍ଵଚା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଅନେକ କସ୍‌ମେଟିକ୍ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ କସ୍‌ମେଟିକ୍ ବଦଳରେ ଆପଣ ଚାହିଁଲେ କେସର ତେଲରେ ନିଜ କେଶ...

ଏଣିକି ବଜାରରେ ମିଳିବ କରୋନା ଔଷଧ ଫେଭିପିରାଭିର୍ ଏବଂ ରେମଡିସିଭିର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ କରୋନା ଔଷଧ ବିକ୍ରି କରିବାକୁ ଡ୍ରଗ୍ସ କଣ୍ଟ୍ରୋଲରୁ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଯାଇଛି। ତେବେ କିଛି ନିର୍ଦ୍ଧିଷ୍ଟ ସର୍ତ...

ରାୟଗଡ଼ା: ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଲେଣି ୧୨ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନଳକୂପରୁ ବାହାରୁଛି ଦୂଷିତ ଜଳ। ଏହି ଜଳକୁ ପିଇ ୧୨ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇଥିବା ବେଳେ ୪ ଜଣ ପ୍ରଣ...

ବାଲେଶ୍ଵରରେ ଆଉ ଏକ ୧୦୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍ପିଟାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରରେ ଦିତ୍ଵୀୟ କୋଭିଡ ହସ୍ପିଟାଲ୍ ହସ୍ପିଟାଲରେ ରହିବ ୧୦୦ଟି ଶଯ୍ୟା ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା  ବାଲେଶ୍ଵର ଜିଲ୍ଲାରେ ନିର୍ମାଣ ହେବ ଆଉ ଏକ କୋଭିଡ ହସ୍ପିଟାଲ୍। ଶୁକ୍ରବାର...

ଉଜ୍ଜ୍ଵଳ ତ୍ଵଚା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାମାନେ ତ୍ଵଚାକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏହିସବୁ ସାମଗ୍ରୀରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବାରୁ ତାହାର ନକରାତ୍ମକ ପ୍ରଭାବ ତ୍ଵଚା ଉପରେ...

କରୋନାରୁ ସୁସ୍ଥ ହେଲେ ଆଉ ୩୧୧୦ କୋଭିଡ ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୩୧୧୦ କୋଭିଡ୍ ରୋଗୀ ସୁସ୍ଥ ଖୋର୍ଦ୍ଧାରୁ ସର୍ବାଧିକ ୧୦୨୩ ଜଣ ସୁସ୍ଥ ରାଜ୍ୟରେ ଏଯାବତ ୧୦,୫୨୯୫ ରୋଗୀ ସୁସ୍ଥ ହୋଇସାରିଲେଣି ରାଜ୍ୟରେ ଆଜି କରୋନା କବଳରୁ ସୁସ୍ଥ ହେଲେ...

ସାର୍ବଜନୀନ ବ୍ୟବହାର ପାଇଁ ବଜାରକୁ ଆସିଲା ପ୍ରଥମ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵବାସୀଙ୍କ ପାଇଁ ଖୁସି ଖବର। ଅନେକ ପ୍ରତିକ୍ଷାର ଅନ୍ତ ପରେ ସାର୍ବଜନୀନ ହେବାକୁ ଯାଉଛି ବିଶ୍ଵର ପ୍ରଥମ କୋଭିଡ-୧୯ ଟିକା। ରୁଷ୍ ଦ୍ଵାରା ପ୍ରସ୍ତୁତ କରୋନା ଟିକା 'ସ୍ପୁଟନିକ୍-ଭି'ର ପ୍ରଥମ ଦଫାକୁ...