ଭୁବନେଶ୍ଵରରୁ ପୁଣି ୧୨ କରୋନା ପଜିଟିଭ୍ – ୮ ଲୋକାଲ କେସ୍, ୪ କ୍ଵାରେଣ୍ଟାଇନରୁ ଟିହ୍ନଟ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ଵରରୁ ଚିହ୍ନଟ ହେଲେ ପୁଣି ୧୨ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୨ ଛୁଇଁଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ଟୁଇଟ କରି ସୂଚନା...
soap on face

ମୁହଁରେ ସାବୁନ ଲଗାଉଥିଲେ ଜାଣିରଖନ୍ତୁ, ହୋଇପାରେ ଏହି ସବୁ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର ଦେଖାଯିବା ପାଇଁ ଭଳିକି ଭଳି ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି ମହିଳାମାନେ। ମୁହଁକୁ ସଫା, ସୁନ୍ଦର ଏବଂ ଉଜ୍ୱଳ ରଖିବାକୁ ବହୁତ ଚେଷ୍ଟା ଚାଲିଥାଏ। ହେଲେ ବାହାରେ ଧୂଳି, ମାଟି,...

ସୁନ୍ଦର ତ୍ୱଚା ପାଇଁ ଲଗାନ୍ତୁ କଞ୍ଚା କ୍ଷୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦର ତ୍ୱଚା ସମସ୍ତଙ୍କର ଇଚ୍ଛା। ଏଥିପାଇଁ ଆପଣ କଞ୍ଚା କ୍ଷୀରର ଉପଯୋଗ କରିପାରିବେ। ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା କଞ୍ଚା କ୍ଷୀର ବେଶ ଉପଯୋଗୀ। ଏହା ତ୍ୱଚାକୁ ସଫା ଓ ସୁନ୍ଦର ସହିତ ନରମ...
corona monsoon-3

ବର୍ଷା ଦିନେ ସୁସ୍ଥ ରହିବାକୁ ଖାଆନ୍ତୁ ଏହିସବୁ ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ବର୍ଷାଦିନେ ହୋଇଥାଏ ବହୁ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟ।। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏପରି କିଛି ଜିନିଷ ରହିଛି,...
watermelon halwa-3

ଘରେ ତିଆରି କରନ୍ତୁ ତରଭୁଜ ହାଲଓ୍ୱା

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନରେ ପ୍ରାୟ ସବୁଆଡ଼େ ତରଭୁଜ ଦେଖିବାକୁ ମିଳେ। ଏହାରୁ ସାଧାରଣତଃ କାଟିକରି ଖିଆଯାଏ ବା ଜୁସ୍ ପ୍ରସ୍ତୁତ କରି ପିଆଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ତରଭୁଜକୁ ନେଇ କିପରି...
corona monsoon-2

ବର୍ଷାଦିନେ ଭାଇରସ ବ୍ୟାପିବାର ଆଶଙ୍କା ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଅତି କ୍ଷୀପ୍ର ବେଗରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ତେବେ କୋହଲା ପାଗ ତଥା ବର୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ...
weight gain-1

ଜାଣନ୍ତୁ କେଉଁସବୁ କାରଣ ଯୋଗୁଁ ବଢ଼ିଥାଏ ଶରୀରର ଓଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶରୀରର ଓଜନ ବଢ଼ିବା ଏକ ଗୁରୁତପୂର୍ଣ୍ଣ ସମସ୍ୟା ହେବାରେ ଲାଗିଛି। ଓଜନ ବଢ଼ିବା ଯୋଗୁଁ ବିଭିନ୍ନ ରୋଗ ମାଡ଼ିବସେ। ହେଲେ ଓଜନ ବଢ଼ିବାର କାରଣ କ'ଣ? କେବଳ ଅଧିକ ଖାଇବା ଦ୍ୱାରା...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଭେଣ୍ଡି, ଜାଣନ୍ତୁ ଏହାର ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ସବୁଠୁ ଅଧିକ। ଯଦି ଆପଣ ପ୍ରତିଦିନ ଖାଦ୍ୟରେ ଭେଣ୍ଡି ସାମିଲ କରନ୍ତି ତେବେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଭେଣ୍ଡିରେ କ୍ୟାଲସିୟମ, ଫସ୍‌ଫରସ୍‌, ଭିଟାମିନ...
tv stars depression

ଏହି ଟିଭି କଳାକାରମାନେ ହୋଇଛନ୍ତି ଡିପ୍ରେସନର ଶିକାର, ସୁଶାନ୍ତଙ୍କ ମୃତ୍ୟୁ ପରେ ସେୟାର କଲେ ନିଜ କାହାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟକୁ ନେଇ ଅନେକ ବିବାଦରେ ଚର୍ଚ୍ଚା ଚାଲିଛି। ଡିପ୍ରେସନ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ବର୍ତ୍ତମାନ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ...
curd-1

ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉଭୟ ପାଇଁ ଉପକାରୀ ଦହି

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେ ଜାଣୁ ଦହି ହେଉଛି ଏକ ପୁଷ୍ଟିକର ଆହାର। ଏଥିରେ ଭରି ରହିଛି ଭିଟାମିନ୍, କ୍ୟାଲସିୟମ ଏବଂ ପ୍ରୋଟିନ୍ ଇତ୍ୟାଦି। ତେଣୁ ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ଦହି ସାମିଲ୍ କଲେ...