ଆମେରିକାରେ ୧୧ଜଣ ଭାରତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆମେରିକାରେ ୧୧ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏବେବି ଆମେରିକାରେ ୧୬ଜଣ ଭାରତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା କରୋନା...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
ଅତ୍ୟଧିକ ମଦ୍ୟପାନ ରକ୍ତଚାପକୁ ପ୍ରଭାବିତ କରିଥାଏ କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟ୍ରେସ୍, ଖାଦ୍ୟପେୟରେ ଅନିୟମିତତା, ମେଦବହୁଳତା, କ୍ୟାଫେନ୍ଯୁକ୍ତ ପାନୀୟ, ଧୂମପାନ ଓ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ।
ଅତ୍ୟଧିକ ମଦ୍ୟପାନ ରକ୍ତଚାପ ସ୍ତର ବଢ଼ାଇଥାଏ। ଯଦି ଗୋଟିଏ ଥରରେ ଆପଣ ଅଧିକ ମଦ...
ମନର ‘ଡର’ ଅସଲ କରୋନା ରୋଗଠାରୁ ଅଧିକ ମାରାତ୍ମକ
ପ୍ରଣତୀ ପରିଡ଼ା
କରୋନା ଭୂତାଣୁଠାରୁ ଅଧିକ ମହାମାରୀ ବା ବିପଦଜନକ ହେଉଛି ଆମ ମନର ଭୟ। ଏହି ଭୟ ମଣିଷକୁ ଦୁର୍ବଳ କରିଦିଏ। ମନ ଭିତରେ ମୃତ୍ୟୁର ଭୟ ବସା ବାନ୍ଧେ। ଭୂତାଣୁର ପ୍ରକୋପ...
ଏପ୍ରିଲ ୧୫ରୁ ଟ୍ରେନ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ, ୪ ଘଣ୍ଟା ପୂର୍ବରୁ ଷ୍ଟେସନ ଆସିବାକୁ ପଡ଼ିବ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଟ୍ରେନ୍ରେ ସାମାଜିକ ଦୂରତା ଉପରେ ଦିଆଯିବ ଗୁରୁତ୍ୱ।
ରେଳ ମନ୍ତ୍ରାଳୟ ପକ୍ଷରୁ ୧୫ ତାରିଖରୁ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଏକ ପ୍ରୋଟୋକଲ ବା ନିୟମାବଳୀ ପ୍ରସ୍ତୁତ...
ଭୁବନେଶ୍ଵରର ୧୦୦ଟି ବସ୍ ଷ୍ଟପରେ ଖୋଲିବ ଅସ୍ଥାୟୀ ମାର୍କେଟ – ବିଏମ୍ସି ଦେଲା ସୂଚନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ୧୦୦ଟି ବସ୍ ଷ୍ଟପରେ ଖୋଲିବ ଅସ୍ଥାୟୀ ମାର୍କେଟ। ଏହି ମାର୍କେଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ। ମାର୍କେଟରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ...
ଡାଇବେଟିସ୍ ରୋଗୀ କିଭଳି କରିବେ କରୋନା ମୁକାବିଲା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ...
କରୋନା ସଂକ୍ରମଣ ବ୍ୟାପିବା ସମୟରେ କେମିତି ବୁଝିବା ବୟସ୍କଙ୍କ କଥା?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଟ୍ରମ୍ପଙ୍କ ରାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭୀଷଣ ରାଗିଛନ୍ତି। ଏହି ରାଗ ସ୍ୱରୂପ ସଙ୍ଗଠନକୁ ଦିଆଯାଉଥିବା ଅର୍ଥ ସାହାଯ୍ୟକୁ କାଟିବା କଥା ସେ ଚିନ୍ତା କରୁଥିବା ଜଣାପଡିଛି। ଜେନେଭାରେ...
କେନ୍ଦ୍ରାପଡ଼ାରେ କରୋନା ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ୫ଟି...





















