ଲକଡାଉନ – ଶେଷ ଥର ପାଇଁ ମା’ଙ୍କୁ ଦେଖି ପାରିଲେ ନାହିଁ ଇଂଜିନିୟର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଲକ୍‌ଡାଉନ ଯୋଗୁଁ ନିଜ ମା'ଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ ଦୂରଦର୍ଶନ କାର୍ଯ୍ୟ କରୁଥିବା ଜଣେ ଇଂଜିନିୟର। ବିଶାଖାପାଟଣାର ମୂରଲୀ ନଗରରୁ ଏଭଳି...

ଓ୍ୱାର୍କ ଫ୍ରମ ହୋମର ଉଠାନ୍ତୁ ଫାଇଦା – କାମ କଲା ବେଳେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ

ଓଡ଼ିଶାଲାଇଭ କରୋନା ବ୍ୟୁରୋ ସମଗ୍ର ବିଶ୍ୱରେ କରୋନା ହାହାକାର ସୃଷ୍ଟି କରିଛି। ଭାରତରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରୁ କାମ କରିବାକୁ ପରାମର୍ଶ...

ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କଟକରେ। ସେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଦିଲ୍ଲୀ ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଗତ...

କରୋନାକୁ ନେଇ ସଚେତନ କରାଇଲେ ବ୍ରିଟେନର ମହିଳା ଆକ୍ରାନ୍ତ, କହିଲେ ନିଜ କାହାଣୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] ମାରାତ୍ମକ ଭାଇରସ କରୋନା ସହ ସଂଗ୍ରାମ କରୁଛନ୍ତି ବ୍ରିଟେନର ଜେସି କ୍ଲାର୍କ। କରୋନା ସଂକ୍ରମତି ହେବା ପରେ ତାଙ୍କୁ ଅନେକ କଷ୍ଟ ହେଉଛି। ସେ ଠିକ୍ ଭାବରେ ଚଲାବୁଲା...

୧୪ ପରେ ବିମାନ ସେବା ଆରମ୍ଭ ହେବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧୪ ତାରିଖ ପରେ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରାଦୀପ ପୁରୀ। ସେ କହିଛନ୍ତି ଯେ,...

ଏପ୍ରିଲ ୧୪ ପରେ ସୀମିତ ଲକଡାଉନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣର ଆଶଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଲକ୍‌ଡାଉନ ଘୋଷଣା କରାଯାଇଛି ତାହା ଆଜି ଦଶମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଥିବା...

ରାଜ୍ୟରେ ଚିହ୍ନଟ ହେଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ତାଙ୍କ ଘର କଟକରେ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।...

ଲକଡାଉନ – ଗରିବ ଫଳ ବେପାରୀ ଚିହ୍ନିଲେ ଭୋକିଲା ପେଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ବେଳେ ଅସହାୟମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଉତ୍ତରପ୍ରଦେଶର ଶକିଳ ଅହମ୍ମଦ। ବିଜନୋର ଜିଲ୍ଲାରେ ଏକ ଠେଲା ଲଗାଇ ଫଳ ବିକନ୍ତି ଶକିଳ। ଲକ୍‌ଡାଉନ ବେଳେ ବାହାର ରାଜ୍ୟରୁ ଆସି...

ସୁସ୍ଥ ହେଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ, ହସ୍ପିଟାଲରୁ ଘରକୁ ଫେରିଲେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୨୦ ଦିନର ଲଢ଼େଇ ପରେ ଘରକୁ ଫେରିଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ। ଭୁବନେଶ୍ୱରରୁ ଆସିଲା ଆଉ ଏକ ଖୁସି ଖବର। ଦ୍ୱିତୀୟ ଆକ୍ରାନ୍ତଙ୍କ ପରେ ଓଡ଼ିଶାର ପ୍ରଥମ କରୋନା ରୋଗୀ...

ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ, ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ। ଶୁକ୍ରବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର କରୋନା ଆଇସୋଲେସନ ଓ୍ଵାର୍ଡରୁ ଡିସଚାର୍ଜ...