ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଦୂର କରିବ ରସୁଣ: ଆସନ୍ତୁ ଜାଣିବା ରସୁଣର ଉପକାରୀ ଗୁଣ ବିଷୟରେ..
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା, ଶ୍ୱାସ, ରକ୍ତରେ କୋଲେଷ୍ଟ୍ରଲ୍ର ମାତ୍ରା ବୃଦ୍ଧି, ଟକ୍ସିନ୍, ଅନିଦ୍ରା, ଖାଦ୍ୟ ହଜମ ନହେଉଥିବା ସମସ୍ୟା ପାଇଁ ରସୁଣ ବେଶ୍ ଉପକାରୀ। ଆସନ୍ତୁ ଜାଣିବା ରସୁଣର ଉପକାରୀ ଗୁଣ...
ଖରାଦିନେ ଘରୋଇ ଉପାୟରେ କେମିତି ନେବେ କେଶର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଟାଣ ଖରା ଯୋଗୁଁ ଶରୀରରୁ ପ୍ରଚୁର ଝାଳ ବୋହେ। ଏହିଦିନେ ସୌନ୍ଦର୍ଯ୍ୟ ସାଙ୍ଗକୁ କେଶ ମଧ୍ୟ ଖରାପ ହେବାର ଆଶଙ୍କା ଥାଏ। ଖରା ପାଇଁ କେଶରେ ଚମକ ଆସି ନ...
ସ୍ମରଣଶକ୍ତି ହ୍ରାସ କରେ ମୋଟାପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଦବୃଦ୍ଧି କେବଳ ଅଳସୁଆ କରେନାହିଁ ବରଂ ଶରୀରକୁ ରୋଗର ପେଣ୍ଠସ୍ଥଳୀ କରିଦିଏ। ଏହାର ଅତ୍ୟଧିକ ପ୍ରଭାବ ପଡ଼େ ମସ୍ତିଷ୍କ ଉପରେ। ସ୍ମରଣଶକ୍ତି ହ୍ରାସ କରିବାରେ ମେଦବୃଦ୍ଧି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ମୋଟାପଣ...
ମଦ ପିଇଲେ ଶରୀର ଓ ମନରେ କି ପରିବର୍ତ୍ତନ ଆସେ?
ଗୀତା ଦାସ
ଆଧୁନିକ ଜୀବନରେ ମଦର ବ୍ୟବହାର ଓ ଅପବ୍ୟବହାର ପ୍ରସଙ୍ଗରେ ମନୋବିଜ୍ଞାନୀଙ୍କ ପରାମର୍ଶ
ମଦର ଗୁଣ ଦୁଇ ପ୍ରକାର। ଅଳ୍ପ ମଦ ପିଇଲେ ମସ୍ତିଷ୍କର ସ୍ନାୟୁକୋଷ ଉଦ୍ଦୀପିତ ହେଉଥିବାରୁ ପିଇଲା ବେଳକୁ ଉତ୍ଫୁଲ୍ଲ ଲାଗେ,...
ବିକଶିତ ହେଲା ଶିଶୁଙ୍କ ପାଇଁ ନୂଆ କ୍ୟାନସର୍ ନୂଆ ଔଷଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ସରକାରଙ୍କ ଦ୍ଵାରା ପରିଚାଳିତ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଫଡ଼ିଏ) ଲାରୋଟ୍ରେକ୍ଟିନିବ୍ ନାମକ ଏକ କ୍ୟାନସର ଔଷଧ ବିକଶିତ କରିଛନ୍ତି। ଏହି ଔଷଧ ଶିଶୁଙ୍କ ପାଇଁ ବେଶ୍ ସୁରକ୍ଷିତ ଓ...
ହୃଦରୋଗ ଆଶଙ୍କା କମାଏ ବାଦାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍ ହେବ ନାହିଁ । ଏହାଠାରୁ ଦୂରେଇ ରହିବାକୁ ହେଲେ ଆମକୁ ଏକ ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାକୁ ପଡ଼ିଥାଏ।
ନିକଟରେ ଆମେରିକୀୟ ହୃଦବିଜ୍ଞାନୀ ଏକ...
ଠିକ୍ ସମୟରେ ଖାଦ୍ୟ ନଖାଇଲେ ବଢ଼ିଥାଏ ମେଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣତଃ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା ନକଲେ ମେଦବୃଦ୍ଧି ଘଟିଥାଏ।
ଅବସର ସମୟରେ କିଛି ଲୋକ ଚିପ୍ସ ହେଉ...
ଖରାଦିନେ ଶରୀରକୁ ସୁସ୍ଥ ରଖେ ଲେମ୍ବୁ-ପୋଦିନା ସର୍ବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଖରା ଟାଣ ହେଲାଣି। ଦିନ ୧୦ଟା ବେଳକୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ଖରାରେ ଶରୀରରୁ ପ୍ରଚୁର ଝାଳ ବୋହେ। ଫଳରେ ଶରୀରରୁ ଜଳୀୟ ଅଂଶ କମିଯିବା...
ମୁଣ୍ଡ ବିନ୍ଧା ହେଉଛି କି? ହୋଇପାରେ ଫୁସଫୁସ୍ କ୍ୟାନସର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫୁସଫୁସ୍ ଶରୀରର ଖାସ୍ ଅଂଶ। ଏଥିରେ କୌଣସି ପ୍ରକାର ସମସ୍ୟା ଉତ୍ପନ ହେଲେ ନିଃଶ୍ଵାସ ନେବାରେ କଷ୍ଟ ଅନୁଭୁତ ହୁଏ। ଯଦ୍ଵାରା ଆଜ୍ମା ଏବଂ କ୍ୟାନସର ଆଶଙ୍କା ବଢ଼ିଥାଏ। ତେଣୁ ଫୁସଫୁସକୁ...
ରୋଗକୁ ଡ଼ାକେ ପୁରୁଣା ନୋଟ୍ ଓ କଏନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଣା ହୋଇଯାଇଥିବା ନୋଟ୍ ଏବଂ କଏନ ଯୋଗୁଁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଥାଏ। ଲୋକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ଆଗେଇ ଆସିଛି ଫୁଡ୍ ସେଫ୍ଟି...





















