ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ସାମିଲ ହେଲା ମିଲେଟ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏବେ ମିଳିବ ମିଲେଟ୍ସ ଜାତୀୟ ଖାଦ୍ୟ। ସୋମବାର ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ମିଲେଟ୍ ଯୁକ୍ତ ଖାଦ୍ୟର...

ଓଡ଼ିଶାରେ ଏବେ ବିଏସସି ନର୍ସିଂ ପଢ଼ିବା ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଶାରେ ବିଏସସି ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ନିଟ୍ ପରୀକ୍ଷା। ଡାକ୍ତରୀ ପଢ଼ା ଭଳି ଏବେ ବିଏସସି ନର୍ସିଂ ପାଇଁ ମଧ୍ୟ ଜାତୀୟ ସ୍ତରରେ...

ଅଟିଜିମକୁ କେମିତି ଚିହ୍ନିବା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=2-r5z5dj8mI] ‘ଅଟିଜିମ’ ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ଜଣେ ଶିଶୁ ସାଧାରଣ ପିଲାଙ୍କ ଭଳି ଅନ୍ୟମାନଙ୍କ ସହ ଯୋଗାଯୋଗ ବା...

ସୋନପୁର: ଝୁପୁଡ଼ିପଡ଼ା ଅଞ୍ଚଳବାସୀ ପାଇବେ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଦଘାଟନ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସୋନପୁର ଜିଲ୍ଲାର ଝୁପୁଡ଼ିପଡ଼ା ଅଞ୍ଚଳବାସୀଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। ସୋନପୁର ଡି କଲୋନୀ ଝୁପୁଡ଼ିପଡ଼ାଠାରେ ଉଦଘାଟିତ ହୋଇଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା...

ପୁଣି ଡରାଉଛି କୋଭିଡ୍-୧୯, ଦେଶରେ ଦୈନିକ ସଂକ୍ରମଣ ୩ ହଜାର ପାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଦେଶରେ ଦୈନିକ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। ଏହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର...

ପେଟ ଚର୍ବିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା କେମିତି କମିବ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=kJlq0iyMqYs] ବର୍ତ୍ତମାନ ଯୁଗ ବଦଳିବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ବେଶ୍ ବଦଳି ଯାଇଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ଜଙ୍କଫୁଡ ପ୍ରେମରେ ପଡ଼ିଛନ୍ତି। ସୌଖିନ ଜୀବନଯାପନ...

ପୁଣି ଫେରୁଛି କୋଭିଡ: ବେଡ୍, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟକୁ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବଢ଼ିଲାଣି କୋଭିଡ ସଂକ୍ରମଣ। ରବିବାର ଦିନର ରିପୋର୍ଟ ଅନୁସାରେ ୧,୮୯୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ୧୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ...

ସହବାସ ପାଇଁ ଇଚ୍ଛା ହେଉନଥିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=E8I4dBzrmm0] ମଣିଷର ବିଭିନ୍ନ ପ୍ରକାରର ଆବଶ୍ୟକତା ରହିଛି। ସେଥି ମଧ୍ୟରେ ଶାରୀରିକ ଆବଶ୍ୟକତା ମଧ୍ୟ ଜଡ଼ିତ। କିନ୍ତୁ ଆଜିକାଲି ଅନେକ ମହିଳା ଏବଂ ପୁରୁଷ ସହବାସ ପାଇଁ ଅନିଚ୍ଛା ପ୍ରକାଶ...

ଦୃଷ୍ଟିହୀନତାର ଶିକାର ହୋଇପାରନ୍ତି ଡାଏବେଟିସ୍‌ ରୋଗୀ

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=qX8sR58Ih-w] ପରିବର୍ତ୍ତୀତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ବର୍ତ୍ତମାନ ମଧୁମେହା ବା ଡାଇବେଡିଟ୍ ସମସ୍ୟା ଦେଖାଦେଉଛି। ଘରେ ଘରେ ଏବେ ଜଣେ ଦୁଜର ମଧୁମେହ ରୋଗୀ ଥିବା କହିଲେ...

ପୁଣି କୋଭିଡ ଡର: ଦେଶରେ ଦିନକରେ ୧୫ ଶହ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଲାଣି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା...