ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ରାଜ୍ୟ ବାହାରେ ଥିବା ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବାହାରେ ୧୦୩ଟି ସୁପର ସ୍ପେସାଲିଟି ଏବଂ ଅନ୍ୟ ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ଵାରା ୨୮ ହଜାର ରୋଗୀ...
ରାହୁଲଙ୍କୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ୍ ନିୟମ ମାନ ନଚେତ ବନ୍ଦ କର ‘ଭାରତ ଯୋଡ଼ୋ ଯାତ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ କରୋନା ମହାମାରୀ ଏବେ ବଢିବା ଆରମ୍ଭ କରିଛି। କେବଳ ଚୀନ ନୁହେଁ ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଏହି ସବୁକୁ ଦୃଷ୍ଟିରେ ରଖି ଭାରତ...
ପୁଣି ଡରାଇଲା କୋଭିଡ: ସତର୍କ ରହିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କୋଭିଡକୁ ନେଇ ଆରମ୍ଭ ହୋଇଛି ଡର। ଚୀନ ଏବଂ ଆମେରିକାରେ କୋଭିଡ ସ୍ଥିତି ଅଣାୟତ ହେଉଥିବାରୁ ଏହାର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଲୋକଙ୍କୁ...
ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨: ‘ବେଷ୍ଟ ୟୁଜ ଅଫ ନିଉ ମିଡିଆ’ ବର୍ଗରେ ‘ସ୍ଵାସ୍ଥ୍ୟପ୍ଲସ’ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ
ପ୍ରଗତିଶୀଳ ସାମ୍ବାଦିକମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ
ଲୋକ ସାମ୍ବାଦିକ ହିଁ ଲୋକଙ୍କ ମନ କଥା ବୁଝେ ଓ ଲୋକଙ୍କ କଥା...
ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ, ସଦାନନ୍ଦଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବାବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା ଜାଭେଲିନ। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅସ୍ତ୍ରୋପଚାର...
ବୋରିଗୁମ୍ମାରେ ବଢ଼ୁଛି ଚିନ୍ତା: ୧୬ ଦିନରେ ପ୍ରାଣ ହରାଇଲେଣି ୧୦ ନବଜାତ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାପା ମା’ଙ୍କ ଆଖି ଆଗରେ ଚାହୁଁ ଚାହୁଁ ଚାଲିଯାଛି କଅଁଳ ଶିଶୁର ଜୀବନ। ଜନ୍ମ ହେବାର ଦୁଇ ତିନି ଦିନ ମଧ୍ୟରେ ଶୂନ୍ୟ ହୋଇଯାଉଛି ମା’ର କୋଳ। ମାତ୍ର ୧୬ ଦିନରେ...
କୋରାପୁଟ: ହାଟପଦା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜୟପୁର ସହର ହାଟପଦାଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି। ବୁଧବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...
ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ହେବ ସରଳ, ଜାରି ହେଲା ନୂତନ ନିୟମାବଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଓଡ଼ିଶା ସରକାର ନୂତନ ନିୟମାବଳୀ ଜାରି କରିଛନ୍ତି। ଏବେ ରାଜ୍ୟରେ ନୂଆ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ଆହୁରି ସହଜ ହେବ। ନୂତନ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ...
୫ଜି ଷ୍ଟାଣ୍ଡ୍-ଆଲୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ଆସିଲେ ୱାନ୍ପ୍ଲସ୍ ଏବଂ ରିଲାଏନ୍ସ ଜିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ୍-ଆଲୋନ୍ ଟେକ୍ନୋଲୋଜିରେ ଚାଲିବ ୱାନ୍ପ୍ଲସ୍ ସ୍ମାର୍ଟଫୋନ୍। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ବେଙ୍ଗାଳୁରୁରେ ହୋଇଥିବା ଏକ ସ୍ଵତନ୍ତ୍ର...
ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଡାଏଟ୍
[youtube https://www.youtube.com/watch?v=FzA6QWUYV3I]
ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି...





















