ମାଲକାନଗିରି ଓ ନବରଙ୍ଗପୁର ସୀମା ସିଲ୍ – ନେଗେଟିଭ୍ ରିପୋର୍ଟ ପରେ ରାଜ୍ୟକୁ ପ୍ରବେଶ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ କରୋନା ସଂକ୍ରମଣ ବେଶି ଥିବାରୁ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ଆଜିଠାରୁ ମାଲକାନଗିରି ଓ ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ...

ଏପ୍ରିଲ ୧୨ରୁ କଡ଼ା ନିୟମ – ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ  କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କୁ...

ରାଜ୍ୟରେ କରୋନା ସ୍ଥିତି ବିସ୍ଫୋରକ – ଦିନକରେ ୧୩୭୪ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ହେଲାଣି। ଶନିବାରେ ରାଜ୍ୟରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪...

ଦେଶରେ ଦେଢ଼ଲକ୍ଷ ମୁହାଁ କରୋନା ସଂକ୍ରମଣ – ଦିନକରେ ୭୯୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୈନିକ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା...

କୋଭିଡ ନିୟମ ଭାଙ୍ଗିଲେ ୨ ହଜାର ଜରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଜରିମାନା। ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକଟ ବୃଦ୍ଧି ପାଉଥିବା ବେଳେ ଏହା ଉପରେ...

ଟୁଇନସିଟିରେ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ – ବିବାହ ଉତ୍ସବରେ ୧୦୦ ବଦଳରେ ୫୦ଙ୍କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନସିଟିରେ ଲାଗୁହେଲା ନୂଆ ନିୟମ। କମିସନରେଟ ପୋଲିସ ପକ୍ଷରୁ ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ବିଏମ୍‌ସି ଗାଇଡଲାଇନ ଅନୁସାରେ, ବିବାହ ଉତ୍ସବରେ...

କରୋନା କବଳରେ କରୋନା ଯୋଦ୍ଧା – ଦୁଇ ଦିନରେ ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ବଢ଼ୁଛି କରୋନା। କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ। ଏହାରି ମଧ୍ୟରେ ଦେଶର କିଛି ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କରୋନା...

ଲକଡାଉନ୍‌ ଆଶଙ୍କା – ପୁଣି ଘର ମୁହାଁ ପ୍ରବାସୀ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ଲକଡାଉନ୍‌ ଭଳି କଟକଣା ଅବଲମ୍ବନ କରାଯାଉଛି। ତେଣୁ...

ରାଜ୍ୟରେ କମିବାରେ ନାଁ ଧରୁନି କରୋନା – ଦିନକରେ ହଜାରେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ମୂତାବକ ଗତକାଲି ହଜାରେ ତଳକୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଗତ ୨୪...

ଖରାଦିନେ ପିଅନ୍ତୁ ଆଖୁ ରସ, ମିଳିବ ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଶରୀରରୁ ଜଳାଭାବ ଦୂର କରିବା ଲାଗି ଆଖୁରସର ଖୁବ୍ ଉପକାରିତା ରହିଛି। ଏହା ପେଟକୁ ଥଣ୍ଡା କରିବା ସହ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ। ଆଖୁରସରେ କ୍ୟାଲ୍ସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ,...