ଦେଶରେ କରୋନା ସ୍ଥିତି ଅଣାୟତ୍ତ – ଗତ ୨୪ ଘଣ୍ଟାରେ ୯୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ...

ଦ୍ୱିତୀୟ ଲହରୀ କରୋନା ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ – ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ...

ରାଜ୍ୟରେ କାୟା ବିସ୍ତାର କରୁଛି କରୋନା – ଦୈନିକ ୫ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୮୮କରୋନା ପଜିଟିଭ୍। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୨ଜଣ ହୋଇଥିବାବେଳେ, ୨୪୬ ଟି ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ...

ଖରାଦିନିଆ ମେକଅପ୍ ଟିପ୍ସ – ସୁନ୍ଦର ଦେଖାଯିବା ପାଇଁ ତ୍ୱଚାରେ କରନ୍ତୁ ବ୍ରାଇଟ୍ ମେକ୍‌ଅପ

ଓଡ଼ିଶାଲାଇଭ୍ ବ୍ୟୁରୋ ସଜେଇ ହେବାପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ସାଧାରଣତଃ ଝିଅମାନେ ନିଜର ସୁନ୍ଦରତା ଉପରେ ବେଶି ଧ୍ୟାନ ଦେଇଥାନ୍ତି। ଖରାଦିନେ ଶରୀରରୁ ଝାଳ ବୋହିବା କାରଣରୁ ଅନେକ ମେକ୍‌ଅପ୍ ନେବାକୁ ଡରିଥାନ୍ତି। ତେବେ...

ଏଣିକି ସକାଳ ୮ଟାରୁ ୧୨ଟା ଏବଂ ଦିନ ୩ଟାରୁ ୬ଟା ଯାଏଁ ହେବ କରୋନା ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ଟିକାକରଣର ସମୟ ସୀମାକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କାର୍ଯ୍ୟ ଚାଲିବ।...

କରୋନା ସ୍ଥିତି ନେଇ ଏପ୍ରିଲ ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦ୍ୱିତୀୟ ଲହରୀ। କିଛିଦିନ ପରେ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। କେନ୍ଦ୍ରର ରିପୋର୍ଟ ମୂତାବକ ଦିନକରେ ୧ଲକ୍ଷ ପାରହୋଇଛି ସଂକ୍ରମିତଙ୍କ ସଂଖ୍ୟା।...

ଗମନାଗମନ ଉପରେ କଟକଣା ନଥିବାରୁ ବଢୁଛି ସଂକ୍ରମଣ : ବିଏମ୍‌ସି କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ପଜିଟିଭ୍ କେସ୍ ବଢ଼ିବା ସଙ୍ଗେସଙ୍ଗେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ। କୋଭିଡ ସ୍ଥିତିକୁ ନେଇ...

ନୂଆପଡ଼ାରେ ନୂଆ କଟକଣା – ଜରୁରୀ ନଥିଲେ ଛତିଶଗଡ଼ ଯିବାକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ନୂଆପଡ଼ା ଜିଲ୍ଲାରେ ପଜିଟିଭ୍ କେସ୍ ବୃଦ୍ଧିକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜରୁରୀ କାମ ନଥିଲେ ନୂଆପଡ଼ାବାସୀ ଛତିଶଗଡ଼ ନଯିବାକୁ ନିର୍ଦ୍ଦେଶ...

ରାଜ୍ୟରେ ବଢ଼ୁଛି ସଂକ୍ରମଣ – ଦିନକରେ ୫ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୩୩୭ ଟି କେସ୍ ରହିଥିବା ବେଳେ...

ଡରାଉଛି କରୋନାର ଦ୍ୱିତୀୟ ଲହରୀ – ଦିନକରେ ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଭୟଙ୍କର ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହରୀ। ଲକ୍ଷଣ ନଥାଇ ମଧ୍ୟ ସଂକ୍ରମିତ ହେଉଛନ୍ତି ହଜାର ହଜାର ସଂଖ୍ୟକ ବ୍ୟକ୍ତି। କେନ୍ଦ୍ର ସ୍ୱାସ୍ଥମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ...