ସମସ୍ତଙ୍କ ପାଇଁ ଉପକାରୀ ନୁହେଁ ଆଲମଣ୍ଡ
ଓଡ଼ିଶାଲାଇଭ ବ୍ୟୁରୋ
ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡ ଉପକାରୀ। ସେଥିଲାଗି ସମସ୍ତେ ଆଲମଣ୍ଡ ଖାଇବାକୁ ପରାମର୍ଶ ଦେଇଥାନ୍ତି। ବାଦାମରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଭରପୂର ଥାଏ।
ଏହା ଖାଇବା ଦ୍ୱାରା ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ। ହେଲେ...
୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ, ସତର୍କ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ସୁଧା ରାଜ୍ୟର ୯ଟି ଜିଲ୍ଲାରେ...
ରାଜ୍ୟରେ ଜାରି ରହିବ କୋହଲା ପାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ରହିବ କୋହଲା ପାଗ। ସାରା ରାଜ୍ୟରେ ଏକ ସପ୍ତାହ ଧରି ସ୍ୱଳ୍ପ ବର୍ଷା ଲାଗି ରହିବ। ଆଜି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କିନ୍ତୁ...
ମୋଟାପଣକୁ ନେଇ ଚିନ୍ତିତ କି? ଖାଆନ୍ତୁ କାଗେଜି ଲେମ୍ବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଗେଜି ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ, ଏହା ବିଭିନ୍ନ ରୋଗ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ...
ହାର୍ଟକୁ ସୁରକ୍ଷିତ ରଖିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍ସେ ନେଇ ପାରୁନାହାନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ ସହ ଜଡ଼ିତ ଛୋଟ ଛୋଟ ସମସ୍ୟାକୁ ଆମେ ଅବହେଳା କରିଥାଉ। ହୃଦଘାତଜନିତ ମୃତ୍ୟୁ ସଂଖ୍ୟା...
ହାର୍ଟଆଟାକ୍ ଆଶଙ୍କାକୁ ଏଡ଼ାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଅଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ବା ହାର୍ଟ ଆଟାକ୍ ଆଶଙ୍କାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଅଣ୍ଡା ଖାଆନ୍ତୁ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସପ୍ତାହରେ ଅତିକମ୍ରେ ୧୨ଟି ଅଣ୍ଡା...
ବଜ୍ରପାତ ସହ ବର୍ଷା ହେବ- ୧୦ଟି ଜିଲ୍ଲାକୁ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି। ସୋମବାର ସନ୍ଧ୍ୟାରେ ଟୁଇନ୍ ସିଟି ସମେତ ରାଜ୍ୟର ୧୦ଟି ଜିଲ୍ଲାରେ...
ଘଡ଼ଘଡ଼ି ସହ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବିଭିନ୍ନ ସ୍ଥାନରେ ସୋମବାର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,...
ବର୍ଷାଦିନ ପାଇଁ ସ୍ପେସାଲ ଡାଏଟ୍, ସୁସ୍ଥ ରହିବାର ଚାବିକାଠି
ଓଡ଼ିଶାଲାଇଭ ବ୍ୟୁରୋ
ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି...
ଆଖି ଆଗରେ ଦୁର୍ଘଟଣା ଦେଖିଲେ କେମିତି ଯୋଗାଇବେ ପ୍ରାଥମିକ ଚିକିତ୍ସା
ଓଡ଼ିଶାଲାଇଭ ବ୍ୟୁରୋ
ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ...





















