ଜାଣନ୍ତୁ ଆପଣଙ୍କ ସ୍ମାର୍ଟଫୋନରେ କାମ କରିବ କି ନାହିଁ ୫-ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ଭାରତରେ ୫-ଜି ସେବା ଆରମ୍ଭ କରିବାକୁ ଘୋଷଣା କରିସାରିଛି। କମ୍ପାନି ଦୀପାବଳି ଅବସରରେ ଜିଓ ୫-ଜି ସେବା ଆରମ୍ଭ କରି ଉପଭୋକ୍ତାଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପହାର ଦେବ।...

ପାର୍ବଣ ପାଇଁ କଟକଣା: ୨୦ ଫୁଟ୍ ଟପିବନି ମୂର୍ତ୍ତିର ଉଚ୍ଚତା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣେଶପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧’ ଆଧାରରେ କଟକଣା ଲଗାଯାଇଛି । କଟକଣା ଅନୁସାରେ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର...
flood in balasore

ବନ୍ୟା କ୍ଷୟକ୍ଷତି ରିପୋର୍ଟ: ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ବର୍ଷା ଓ ବନ୍ୟା ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବନ୍ୟାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଟି ଜିଲ୍ଲାରେ...

ଚକ୍ଷୁଦାନ: ଆଲୋକିତ ହେବ ଦୃଷ୍ଟିବାଧିତଙ୍କ ଦୁନିଆ

ନୀଳାମ୍ବର ରଥ ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି। ଆସନ୍ତୁ ଚକ୍ଷୁଦାନ କରିବା, ମୃତ୍ୟୁ ପରେବି ଦୁନିଆକୁ...

କୋରାପୁଟ ଡମ୍ବତୁରୁଞ୍ଜି ଗାଁରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୨୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଡମ୍ବତୁରୁଞ୍ଜି ଗାଁରେ ପରିସ୍ଥିତି ଉଗ୍ରରୂପ ନେବାରେ ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ଝାଡ଼ାବାନ୍ତିରେ...

ସେଓ ସିର୍କା: ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ କେତେ ହାନିକାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଓ ସିର୍କାକୁ ଅନେକ ଲୋକ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରିଥା’ନ୍ତି। ସେଓ ସିର୍କା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ସକାଳୁ ଖାଲିପେଟରେ ଏକ ଗ୍ଲାସ ପାଣିରେ ଛୋଟ ଚାମଚ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା...

ରାଜୁ ଶ୍ରୀବାସ୍ତବଙ୍କୁ ଆସିଲା ହୋସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୫ଦିନ ପରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୋସ୍ ଆସିଛି। ରାଜୁଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନାନୁସାରେ ଗୁରୁବାର ସକାଳ ୮ ଟା ୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଛତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାଦିନରେ ବଜାରରେ ପ୍ରଚୁର ପରିମାଣର ଛତୁ ଉପଲବ୍ଧ ହୋଇଥାଏ। ତେବେ ଛତୁରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପାଟିକୁ ସୁଆଦିଆ ଲାଗୁଥିବା ଛତୁ ସ୍ୱାସ୍ଥ୍ୟ...

ପ୍ରତିବର୍ଷ ୩୦ଲକ୍ଷ ଜୀବନ ନେଉଛି ମଦ୍ୟପାନ: ଡ଼ାକ୍ତର ଏନଏନ ରାଜୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ମୋଟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ଚେଷ୍ଟା...