ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କ’ଣ କରାଯିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟିକାକରଣ। ବିଭିନ୍ନ ହସ୍ପିଟାଲରେ ଆଜି ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ନେଇଛନ୍ତି ଟିକା। ତେବେ ଟିକା ନେବା ପରେ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି...

ସମ୍ ହସ୍ପିଟାଲରେ ପ୍ରଥମ ଟିକା ନେଲେ ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ଟିକାକରଣ। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ...

ଓଡ଼ିଶାରେ କେମିତି ଚାଲିଛି ଟିକାକରଣ? ବିଭନ୍ନ ହସ୍ପିଟାଲରୁ ଫିଡ୍‌ବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଟିକାକରଣ ନେଇ ବିଭନ୍ନ ହସ୍ପିଟାଲରୁ ଫିଡ୍‌ବ୍ୟାକ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀ ଓ ବ୍ରହ୍ମୁପର ସିଟି ହସ୍ପିଟାଲରେ ପ୍ରଥମେ ଟିକା...

ଟିକା ଆସିଥିଲେ ବି କଟକଣା ଭୁଲନ୍ତୁ ନାହିଁ – ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଆଜିଠୁ ଟିକାକରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖୁବ୍‌ କମ ସମୟ ମଧ୍ୟରେ ୨ ପ୍ରକାର ଟିକା ପ୍ରସ୍ତୁତ କରିଥିବାରୁ ଏହି ଅବସରରେ ସେ ଟିକା ପ୍ରସ୍ତୁତକାରୀଙ୍କୁ...

ଆଜିଠୁ କୋଭିଡ ଟିକାକରଣ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠାରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଆରମ୍ଭ ହେବ। ସକାଳ ୧୦ ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣ ଅଭିଯାନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କେତେକ...

କରୋନା ଟିକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ସାରା ଦେଶରେ କାଲିଠୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ...

କାହାକୁ କୋଭିଡ ଟିକା ମନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠୁ ଦେଶବ୍ୟାପୀ ଟିକାକରଣ ଉଦଘାଟନ କରିବେ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ଗର୍ଭବତୀ ମହିଳାଙ୍କୁ ଟିକା ମନା ରାତି ପାହିଲେ ଦେଶବ୍ୟାପୀ ଆରମ୍ଭ ହୋଇଯିବ କୋଭିଡ ଟିକାକରଣ।...

କାଲିଠୁ କୋଭିଡ ଟିକାକରଣ – ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠାରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣ ଅଭିଯାନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ...

ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପରାମର୍ଶ, ସଫେଇ କର୍ମଚାରୀଙ୍କୁ ପ୍ରଥମେ ଦିଆଯାଉ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସଫେଇ କର୍ମଚାରୀ ପ୍ରଥମ ଟିକା ପାଇବେ। ରାଜ୍ୟ ସରକାର ଏନେଇ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ହିତାଧିକାରୀ ଯିଏ ଟିକା ପାଇବେ ତାହା ସମାଜକୁ ଭଲ ସନ୍ଦେଶ...

ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ରାଜ୍ୟରୁ ୨୨୨ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟପୁଲକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୨୭ଟି ଥିବା ବେଳେ ୯୫ଟି ଲୋକାଲ...