ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରାଜ୍ୟ ସରକାର – ଶିଶୁଙ୍କ ଚିକିତ୍ସା ପାଇଁ ବଢ଼ିବ ବେଡ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ “ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଆମେ ଅଛେ। ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ହୋଇସାରିଲେଣି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ଏବେବି ରହିଛି। ଅନ୍ୟ ଦେଶ ଓ ରାଜ୍ୟରେ ସଂକ୍ରମଣ...

ରାଜ୍ୟରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ରହିବ କେଉଁ କେଉଁ ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ହେବାକୁ ଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, କ୍ରୀଡ଼ା କ୍ଷେତ୍ରକୁ ଦୃଢ଼ କରିବା ସହିତ ସ୍ଵାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଉପଯୋଗୀ ହେବ। ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ...
corona case

ଆମେରିକାରେ ପୁଣି ମୁଣ୍ଡ ଟେକିଲାଣି କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ...

ଭାରତରେ ଜନସନ୍ କରୋନା ଟିକାକୁ ଅନୁମତି – କେବଳ ଗୋଟିଏ ଡୋଜ୍‌ରେ ହେବ ସମ୍ପୂର୍ଣ୍ଣ ଟିକାକରଣ 

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କରୋନାର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ବା ଏକକ ଟିକା ଦିଆଯିବ। ଆମେରିକୀୟ କମ୍ପାନି ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ତିଆରି ହୋଇଥିବା କରୋନାର ଏହି ସିଙ୍ଗଲ ଡୋଜ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର...

କଟକ ଏସସିବି ମେଡିକାଲରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଶନିବାର ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।ଡିଏମଇଟି କହିଛନ୍ତି,...

ଚାଇନା ଲ୍ୟାବରୁ କରୋନା ଭୂତାଣୁର ଉତ୍ପତ୍ତି : ଆମେରିକା ରିପବ୍ଲିକାନ୍ସ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତିକୁ ନେଇ ଏଯାଏଁ କେହି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। କୋଭିଡ-୧୯ ଭୂତାଣୁର ଉତ୍ପତ୍ତି ପ୍ରାକୃତିକ ନା କୃତ୍ରିମ ଏନେଇ...

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣେ ଶତାୟୁ ବୃଦ୍ଧ। ବୃଦ୍ଧ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳର ବୃନ୍ଦାବନ ସାମଲ। ଜୁଲାଇ ୨୬ରେ ସେ ସଂକ୍ରମିତ...

ବିଶ୍ଵ ସ୍ତନ୍ୟପାନ ସପ୍ତାହ – ଶିଶୁମାନଙ୍କୁ ସୁରକ୍ଷିତ ସ୍ତନ୍ୟପାନ କରାଇବା ମା’ଙ୍କ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ...

ଖବର ବିଶ୍ଳେଷଣ – ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ଓ ବଞ୍ଚିତ ଶ୍ରେଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ମେଡିକାଲ ପାଠ ପଢିବା ପାଇଁ ଇଚ୍ଛୁକ ଗରିବ ଓ...

‘କେତେ ନୂଆ ବାଟ ସିଜିନ୍‌ ୨ – ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଶିକ୍ଷା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=SDUg1SHjUwo] ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌...