ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ୍ – ଜରୁରୀ କାର୍ଯ୍ୟ ନଥିଲେ ସରକାରୀ ଅଫିସ୍ ଯିବାକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅତି ଜରୁରୀ କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାରଣ କରାଯାଇଛି। ଯଦି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ତେବେ ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି...
Coronavirus blood test

ଡରାଉଛି କରୋନାର ନୂଆ ଷ୍ଟ୍ରେନ – ଦେଶରେ ୨୪ଘଣ୍ଟାରେ ୧ଲକ୍ଷ ୬୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୮ହଜାର...

ରାଜ୍ୟରେ ବଢୁଛି ସଂକ୍ରମଣ – ଦିନକରେ ୧୭୪୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ...

କୋଭିଡ୍ ନିୟମ କଡ଼ାକଡ଼ି – ରାଜଧାନୀରେ ଅମାନିଆଙ୍କୁ ଧରିବ ସିସିଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ନିୟମକୁ ବେଖାତିର କରୁଛନ୍ତି କି? ଗାଡ଼ି ଚଳାଇବା ସମୟରେ କିମ୍ବା ଗମନାଗମନ ସମୟରେ ମୁହଁରେ ମାସ୍କ ପିନ୍ଧୁ ନାହାଁନ୍ତି କି? ଯଦି କେହି ଗାଇଡଲାଇନ ମାନୁନାହାଁନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଏଣିକି...

ମାଲକାନଗିରି ଓ ନବରଙ୍ଗପୁର ସୀମା ସିଲ୍ – ନେଗେଟିଭ୍ ରିପୋର୍ଟ ପରେ ରାଜ୍ୟକୁ ପ୍ରବେଶ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ କରୋନା ସଂକ୍ରମଣ ବେଶି ଥିବାରୁ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ଆଜିଠାରୁ ମାଲକାନଗିରି ଓ ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ...

ଏପ୍ରିଲ ୧୨ରୁ କଡ଼ା ନିୟମ – ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ  କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କୁ...

ରାଜ୍ୟରେ କରୋନା ସ୍ଥିତି ବିସ୍ଫୋରକ – ଦିନକରେ ୧୩୭୪ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ହେଲାଣି। ଶନିବାରେ ରାଜ୍ୟରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪...

ଦେଶରେ ଦେଢ଼ଲକ୍ଷ ମୁହାଁ କରୋନା ସଂକ୍ରମଣ – ଦିନକରେ ୭୯୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୈନିକ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା...

କୋଭିଡ ନିୟମ ଭାଙ୍ଗିଲେ ୨ ହଜାର ଜରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଜରିମାନା। ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକଟ ବୃଦ୍ଧି ପାଉଥିବା ବେଳେ ଏହା ଉପରେ...

ଟୁଇନସିଟିରେ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ – ବିବାହ ଉତ୍ସବରେ ୧୦୦ ବଦଳରେ ୫୦ଙ୍କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନସିଟିରେ ଲାଗୁହେଲା ନୂଆ ନିୟମ। କମିସନରେଟ ପୋଲିସ ପକ୍ଷରୁ ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ବିଏମ୍‌ସି ଗାଇଡଲାଇନ ଅନୁସାରେ, ବିବାହ ଉତ୍ସବରେ...