ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସୋଆ ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସ୍ୟୁଟିକାଲ୍...
covishield vaccine

ରାଜ୍ୟରେ ଟିକା ଅଭାବରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ – ୧୫ଲକ୍ଷ କୋଭିସିଲ୍ଡ ଟିକା ପାଇଁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦେଖାଦେଇଛି କରୋନା ଟିକା ସଙ୍କଟ। ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବାରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। କୋଭିସିଲ୍ଡ ଟିକା ନଥିବା କାରଣରୁ ଏଭଳି ହୋଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ...

ଓଡ଼ିଶାବାସୀଙ୍କୁ ଡରାଉଛି କରୋନା – ଦିନକରେ ୮ଶହ ମୁହାଁ ସଂକ୍ରମିତ, ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା। ଆଜି ରାଜ୍ୟରୁ ୭୯୧ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୯ଜଣ...

ଦେଶରେ ରେକର୍ଡ ଭାଙ୍ଗିଲା କରୋନା – ଦିନକରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଭୟଙ୍କର ପରିସ୍ଥିତି ଦେଖା ଦେଲାଣି। କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧ଲକ୍ଷ...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ – ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱ ଗଠନରେ ସୁସ୍ଥ ଶରୀର ଓ ମନର...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ...

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା – ରାଜ୍ୟରେ ସଂକ୍ରମଣ ରୋକିବାକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସ୍ଥିତି ନେଇ ମଙ୍ଗଳବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବଢ଼େ ସେଥିପାଇଁ ଏକ ୧୦ ଦିନିଆ ସ୍ପେଶାଲ...
covishield vaccine

ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୩ ଲକ୍ଷ ୪୯ ହଜାର ଡୋଜ୍‌ କୋଭିସିଲ୍ଡ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୩ ଲକ୍ଷ, ୪୯ ହଜାର ଡୋଜ୍‌ କୋଭିସିଲ୍ଡ ଟିକା। ଅପରାହ୍‌ଣ ସୁଦ୍ଧା ଏହି ଟିକା ରାଜ୍ୟରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ...

ଦେଶରେ କରୋନା ସ୍ଥିତି ଅଣାୟତ୍ତ – ଗତ ୨୪ ଘଣ୍ଟାରେ ୯୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ...

ଦ୍ୱିତୀୟ ଲହରୀ କରୋନା ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ – ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ...

ରାଜ୍ୟରେ କାୟା ବିସ୍ତାର କରୁଛି କରୋନା – ଦୈନିକ ୫ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୮୮କରୋନା ପଜିଟିଭ୍। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୨ଜଣ ହୋଇଥିବାବେଳେ, ୨୪୬ ଟି ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ...