କରୋନା ପ୍ରଭାବିତ ରାଜ୍ୟରୁ ଓଡ଼ିଶା ଆସିଲେ ଆର୍ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ – ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ରାଜ୍ୟରେ କରୋନା ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ
ଓଡ଼ିଶାରେ ଆଉ ୨ ଦିନ ଭିତରେ ସରିଯିବ ଟିକା
ଓଡ଼ିଶାରେ ଦିନକୁ ଦିନ...
କରୋନା ମହାମାରୀ ଦ୍ୱିତୀୟ ଲହରୀରେ ଅଧିକ ସଂକ୍ରମିତ ଛୋଟପିଲା – ଚିହ୍ନଟ ହେଲେଣି ୭୯ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। କରୋନାର ସ୍ଥିତି ବଦଳିବା ସହ ବୟସ ଓ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି। ପ୍ରଥମ ଲହରୀରେ...
ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା – ଦିନକରେ ୮୭୯ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଦ୍ୱିତୀୟ ଲହରୀ ରାଜ୍ୟବାସୀଙ୍କୁ ଡରେଇବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଦିନକରେ ୯ଶହ ମୁହାଁ କରୋନା ପଜିଟିଭ୍ ମାମଲା। ଗତକାଲି ୭୯୧ଜଣ ଚିହ୍ନଟ ହୋଇଥିବାବେଳେ,...
ଦେଶରେ ବଢୁଛି ସଂକ୍ରମଣ – ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୨୬ହଜାର ୭୮୯ କରୋନା ସଂକ୍ରମିତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦିନକୁ ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୨୬ହଜାର ୭୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସୋଆ ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସ୍ୟୁଟିକାଲ୍...
ରାଜ୍ୟରେ ଟିକା ଅଭାବରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ – ୧୫ଲକ୍ଷ କୋଭିସିଲ୍ଡ ଟିକା ପାଇଁ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦେଖାଦେଇଛି କରୋନା ଟିକା ସଙ୍କଟ। ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବାରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। କୋଭିସିଲ୍ଡ ଟିକା ନଥିବା କାରଣରୁ ଏଭଳି ହୋଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ...
ଓଡ଼ିଶାବାସୀଙ୍କୁ ଡରାଉଛି କରୋନା – ଦିନକରେ ୮ଶହ ମୁହାଁ ସଂକ୍ରମିତ, ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା। ଆଜି ରାଜ୍ୟରୁ ୭୯୧ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୯ଜଣ...
ଦେଶରେ ରେକର୍ଡ ଭାଙ୍ଗିଲା କରୋନା – ଦିନକରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଭୟଙ୍କର ପରିସ୍ଥିତି ଦେଖା ଦେଲାଣି। କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧ଲକ୍ଷ...
ବିଶ୍ୱ ସ୍ୱାସ୍ଥ୍ୟ ଦିବସ – ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱ ଗଠନରେ ସୁସ୍ଥ ଶରୀର ଓ ମନର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍ଥ ଇଜ ୱେଲଥ୍’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ...
ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା – ରାଜ୍ୟରେ ସଂକ୍ରମଣ ରୋକିବାକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ସ୍ଥିତି ନେଇ ମଙ୍ଗଳବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବଢ଼େ ସେଥିପାଇଁ ଏକ ୧୦ ଦିନିଆ ସ୍ପେଶାଲ...




















