କରୋନାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେଲେ ମୋଦି – ଆରଟିପିସିଆର ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶକୁ ପୁଣିଥରେ ଫେରିଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୂତାବକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ...

ରବିବାର ଓ ଛୁଟିଦିନ ହେବନି ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜ୍ୟରେ ରବିବାର ଓ ଛୁଟିଦିନମାନଙ୍କରେ କରୋନା ଟିକାକରଣ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ରବିବାର ଓ ଛୁଟି ଦିନ ବ୍ୟତୀତ...

ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ଥାପନ ହେଲା ଡାଏଗ୍ନୋଷ୍ଟିକ୍ ଟୁଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ଭାରତରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ ହେଲା। ଏହି ଟୁଲ୍ ଦ୍ଵାରା ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର...

ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନରେ ସୁରକ୍ଷିତ ରକ୍ତ ପରୀକ୍ଷା ନିମନ୍ତେ ଆଇଡି-ନାଟ୍...

ବାୟୁ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ କେମିତି ପାଇବେ ରକ୍ଷା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାୟୁ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜୀବନଶୈଳୀ ଓ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ନଚେତ୍ ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା...

କରୋନା ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ଏବଂ ଏକାଧିକ ରୋଗରେ ପୀଡ଼ିତ ୪୫ରୁ ୬୦ ବର୍ଷର ବ୍ୟକ୍ତିମାନେ କରୋନାକୁ ହରାଇବା ପାଇଁ...

ମାର୍ଚ୍ଚ ଗାଇଡଲାଇନରେ ଯାତ୍ରାକୁ ଅନୁମତି – ୨ହଜାର ଦର୍ଶକଙ୍କୁ ନେଇ ପୁଣି ଦୁଲୁକିବ ପେଣ୍ଡାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଓଡ଼ିଶା ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ...

ମାର୍ଚ୍ଚ ପହିଲାରୁ ବୟସ୍କ ନେବେ କରୋନା ଟିକା – ଭୁବନେଶ୍ଵରର ୨୨ଟି କେନ୍ଦ୍ରରେ ହେବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ...
summer

ଖରାଦିନେ ସନବର୍ଣ୍ଣ, ସନ୍‌ଟ୍ୟାନ ଭଳି ସମସ୍ୟାରୁ କେମିତି ପାଇବେ ମୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ହେଲେ ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଖରାଦିନେ ବି ଫ୍ରେସ୍ ରହିବ। – ଯେଉଁମାନଙ୍କର...

ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନଏମ ସ୍ଵାସ୍ଥ୍ୟକର୍ମୀଙ୍କୁ ମିଳିବ ନିଯୁକ୍ତି – ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଥାୟୀ ନିଯୁକ୍ତି ଦାବି ନେଇ ମାସ ମାସ ହେଲା ଏଏନଏମ ସ୍ଵାସ୍ଥ୍ୟକର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ...