ମାର୍ଚ୍ଚ ଗାଇଡଲାଇନରେ ଯାତ୍ରାକୁ ଅନୁମତି – ୨ହଜାର ଦର୍ଶକଙ୍କୁ ନେଇ ପୁଣି ଦୁଲୁକିବ ପେଣ୍ଡାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଓଡ଼ିଶା ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ...

ମାର୍ଚ୍ଚ ପହିଲାରୁ ବୟସ୍କ ନେବେ କରୋନା ଟିକା – ଭୁବନେଶ୍ଵରର ୨୨ଟି କେନ୍ଦ୍ରରେ ହେବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ...
summer

ଖରାଦିନେ ସନବର୍ଣ୍ଣ, ସନ୍‌ଟ୍ୟାନ ଭଳି ସମସ୍ୟାରୁ କେମିତି ପାଇବେ ମୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ହେଲେ ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଖରାଦିନେ ବି ଫ୍ରେସ୍ ରହିବ। – ଯେଉଁମାନଙ୍କର...

ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନଏମ ସ୍ଵାସ୍ଥ୍ୟକର୍ମୀଙ୍କୁ ମିଳିବ ନିଯୁକ୍ତି – ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଥାୟୀ ନିଯୁକ୍ତି ଦାବି ନେଇ ମାସ ମାସ ହେଲା ଏଏନଏମ ସ୍ଵାସ୍ଥ୍ୟକର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ...

ଓଡ଼ିଶାରେ ପୁଣି ମାଡ଼ିଲାଣି କରୋନା – ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପୁଣି କରୋନା ମୁଣ୍ଡ ଟେକିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି, ଯାହା ଗତ...

ଭାରତରେ ସୋସିଆଲ ମିଡିଆ ବ୍ୟବହାର – ଆଗରେ ହ୍ୱାଟସଆପ୍, ସବାପଛରେ ଟୁଇଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟସଆପ୍‌ ବ୍ୟବହାରକାରୀ - ୫୩ କୋଟି  ୟୁଟ୍ୟବ୍‌ - ୪୪.୮ ଫେସବୁକ -  ୪୧ କୋଟି  ଇନଷ୍ଟାଗ୍ରାମ- ୨୧ କୋଟି ଟୁଇଟର -୧ କୋଟି ୪୫ ଲକ୍ଷ ଭାରତରେ କେତେ ଲୋକ...

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ କରୋନା ଟିକା – ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ଏବେ ବୟସ୍କମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି...

ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ – ବୟସ୍କ ନେବେ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧ ତାରିଖରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ  ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ...

କରୋନାର ନୂଆ ଷ୍ଟ୍ରେନ୍ – କ’ଣ ରହିଛି ଲକ୍ଷଣ, କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ। ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ...

ସ୍କୁଲରେ ପାଠପଢା ଛଡ଼ା ଅନ୍ୟ କାର୍ଯ୍ୟକ୍ରମ ମନା – ଗଣଶିକ୍ଷା ବିଭାଗ ଦେଲା ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାକୁ କରୋନା ଭୟ ଘାରିଲାଣି। ପୁଣିଥରେ ଯେମିତି ରାଜ୍ୟରେ ସଂକ୍ରମଣ ନବଢ଼ିବ ସେଥିପାଇଁ ସରକାର ପ୍ରସ୍ତୁତି...