ଶିଶୁ କର୍କଟ ରୋଗ ବିଶେଷଜ୍ଞଙ୍କ ପରାମର୍ଶ – ‘‘ଶିଶୁମାନଙ୍କୁ ଜଙ୍କ ଫୁଡ୍ରୁ ଦୂରରେ ରଖନ୍ତୁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ଭାରତରେ ପାଖାପାଖି ୧୨ ପ୍ରତିଶତ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁମାନଙ୍କୁ ଏହି ମାରାତ୍ମକ...
ବ୍ରିଟେନ ପରେ ଦେଶରେ ସାଉଥ୍ ଆଫ୍ରିକା ଷ୍ଟ୍ରେନ – ସତର୍କ ରହିବାକୁ କହିଲେ ଡାକ୍ତର ଅଶୋକ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଯାଇଥିଲା। ଏବେ ପୁଣିଥରେ ଭାରତରେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ର ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇସାରିଲାଣି। ତେଣୁ କରୋନାର ଏହି ନୂଆ ନୂଆ...
ଦିନରେ ଶୋଇଲେ ମିଳିଥାଏ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ୍ କମ୍ ଲୋକଙ୍କର ଦିନରେ ଶୋଇବା ଅଭ୍ୟାସ ଥାଏ। ଟିକେ ସମୟ ନଶୋଇଲେ ସେମାନଙ୍କୁ ଭଲ ଲାଗେନି। ହେଲେ ଆପଣ ଦେଖିଥିବେ ଯେ ଯେଉଁମାନେ ଦିନରେ ଶୁଅନ୍ତି ତାଙ୍କୁ ଅନ୍ୟମାନେ ଅଳସୁଆ...
ଆସିଲା ଫେବ୍ରୁଆରି ମାସର ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏହି ଓଡ଼ିଆ ଡିଜିଟାଲ ‘ସ୍ୱାସ୍ଥ୍ୟ ମାଗାଜିନ୍’ର ଫ୍ରି ହ୍ୱାଟ୍ସାପ୍ ସବ୍ସ୍କ୍ରିପ୍ସନ୍ ପାଇଁ ଏହି ଲିଙ୍କ୍ ( https://bit.ly/SubscribeToSwasthyaPlusOdia)ରେ କ୍ଲିକ୍ କରନ୍ତୁ।
‘ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆ’ ଲଞ୍ଚ୍ କଲା ଫେବ୍ରୁଆରି ମାସର ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’
ଲୋକଙ୍କୁସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ ଏହି ଡିଜିଟାଲ ମାଗାଜିନ୍
୧୫ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି ଏହି ମାଗାଜିନ୍
ସ୍ମାର୍ଟଫୋନ୍ ଜରିଆରେଏହାକୁ ଯେ...
କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ – ଡାକ୍ତର ଅଶୋକ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ। ଏକ ଆଲୋଚନା ଚକ୍ରରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର କୁଳପତି ପ୍ରଫେସର ଡାକ୍ତର ଅଶୋକ...
ରାୟଗଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମେ ଟିକା ନେଲେ ଜିଲ୍ଲାପାଳ ଓ ଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବା ପରେ ଏବେ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ...
କରୋନା ଟିକା ନେଲେ ଡିଜିପି ଅଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ଟିକାକରଣରେ ସାମିଲ ହୋଇଛନ୍ତି। କଟକ ଜବାହରଲାଲ୍ ଇନଡୋର ଷ୍ଟାଡିୟମଠାରେ ତାଙ୍କୁ ଟିକା...
ଆଜିଠାରୁ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେବ ଟିକାକରଣ – ସରକାରୀ କର୍ମଚାରୀ ନେବେ ଭ୍ୟାକ୍ସିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ସ୍ଵାସ୍ଥ୍ୟକର୍ମୀଙ୍କ ପରେ ଏବେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କର୍ମୀ, ପୋଲିସ ଡିଜି, ଏସ୍ପି, ଜିଲ୍ଲାପାଳ ଆଦି ସମସ୍ତେ...
କଟକ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ – ଟିକା ନନେଲେ ଦରମା ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାରଠାରୁ ରାଜ୍ୟର ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିରେ ବରିଷ୍ଠ ଅଧିକାରୀ ପୋଲିସ ଡିଜି, ଜିଲ୍ଲାପାଳ ପ୍ରମୁଖ ସାମିଲ ହେବେ। ତେବେ ଏହି ଟିକାକରଣରେ କଟକ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ...
କାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା – ଜିଲ୍ଲାପାଳ, ଏସ୍ପି ନେବେ ଭ୍ୟାକ୍ସିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ସ୍ଵାସ୍ଥ୍ୟକର୍ମୀଙ୍କ ପରେ ଏବେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କର୍ମୀ, ପୋଲିସ ଡିଜି, ଏସ୍ପି, ଜିଲ୍ଲାପାଳ ଆଦି ସମସ୍ତେ...




















