ରାଜ୍ୟରେ ଫେବ୍ରୁଆରି ୧୪ରୁ ଦ୍ୱିତୀୟ ଡୋଜ୍ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାନୁଆରି ୧୬ରେ ପ୍ରଥମ ଡୋଜ୍ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବ୍ରୁଆରି ୧୪ରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ...
ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏଯାବତ୍ ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...
ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍କ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇପାରନ୍ତି। ଏନେଇ ଆଜି...
ମେକଅପ୍ ଛଡ଼ାଇବେ କେମିତି?
ଓଡ଼ିଶାଲାଇଭ ବ୍ୟୁରୋ
ଝିଅମାନଙ୍କୁ ମେକଅପ୍ କରିବାକୁ ଭଲ ଲାଗେ। ହେଲେ ବେଳେ ସେମାନେ ମେକଅପ୍ ଛଡ଼ାଇବା ପାଇଁ ଠିକ ଉପାୟ ଆପଣେଇପାରନ୍ତି ନାହିଁ। ଫଳରେ ସେମାନଙ୍କ ତ୍ୱଚା ମେକଅପ୍ ଛଡ଼ାଇବା ପରେ ଖରାପ ହୋଇଯାଏ।...
ଏଣିକି ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉବଲବ୍ଧ ହେବ ଆରିଥ୍ମିଆ ରୋଗର ଚିକିତ୍ସା ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ଆରିଥ୍ମିଆ ରୋଗର ଚିକିତ୍ସା ଏବେ ସମ୍ ଅଲଟିମେଟ୍ ମେଡିକେୟାରରେ ଉପଲବ୍ଧ ହେବ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଏହି ରୋଗର ଚିକିତ୍ସା ପାଇଁ ସମସ୍ତ...
ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଲା ୩,୩୪,୫୩୪ ଡୋଜ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ଦ୍ଵିତୀୟ ପର୍ଯ୍ୟାୟ ଟିକା
ଆସିଲା ୩,୩୪,୫୩୪ ଡୋଜ କୋଭିସିଲ୍ଡ ଟିକା
ତିନିଦିନ ଭିତରେ ସବୁ ଜିଲ୍ଲାକୁ ପଠାଯିବ
ଓଡ଼ିଶା ଆସିଲା ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକା। ମଙ୍ଗଳବାର ପୁଣେସ୍ଥିତ ସେରମ...
ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା କୋଭିସିଲ୍ଡ। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛି। ଅପରାହଣ ସାଢ଼େ ୪ଟା ସୁଦ୍ଧା ଭୁବନେଶ୍ୱର...
ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରେ କରୋନା ଟିକା ନେବାକୁ ମନା କଲେ, ତା’ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର...
ଦେଶରେ ଟିକା ନେଲେଣି ୩ ଲକ୍ଷ ୮୧ ହଜାର – ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା
ଓଡ଼ିଶାଲାଇଭ ବ୍ୟୁରୋ
ସାରାଦେଶରେ ଟିକାକରଣ ତୃତୀୟ ଦିନରେ ପହଞ୍ଚିଛି। ଏବେ ସୁଦ୍ଧା ଦେଶରେ ୩ ଲକ୍ଷ ୮୧ ହଜାର ୩୦୫ ଜଣ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।...
ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା। କରୋନା ଟିକାକୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଚିହ୍ନଟ କରାଯାଇଛି। ପ୍ରତି ମେଡିକାଲ କଲେଜରେ...




















