ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ – ପ୍ରଥମେ ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ। ପ୍ରଥମ ବ୍ୟକ୍ତି ଭାବେ ଫାଇଜର-ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ।
ଗତ ଡିସେମ୍ବର ୨ ତାରିଖରେ ଆମେରିକୀୟ...
୨୦୨୧ ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ କରିବ ଜିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୧ ମସିହା ସୁଦ୍ଧା ଭାରତରେ ୫ଜି ମୋବାଇଲ ସେବା ଉପଲବ୍ଧ ହେବ। ଆଗାମୀ ୬ ମାସ ମଧ୍ୟରେ ରିଲାଏନ୍ସ ଜିଓ ଏହି ସେବା ଆରମ୍ଭ କରିବ। ଏହା ଦ୍ଵାରା ଭାରତରେ ଡିଜିଟାଲ...
ଭାରତରେ କେମିତି ହେବ କରୋନା ଟିକାକରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ସହ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର।
ଏକାଧିକ ଫାର୍ମା କମ୍ପାନି ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛନ୍ତି। ଅନୁମତି ମିଳିବା...
ରାଜ୍ୟରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକରେ ୩୪୯ ଆକ୍ରାନ୍ତ, ୬ ମୃତ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩କୁ ବୃଦ୍ଧି
କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୮୪କୁ ବୃଦ୍ଧି
ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୪୯...
ଭାରତରେ ଲଞ୍ଚ୍ ହେଲା Vivo Y51 – ମିଳିବ ପାଓ୍ୱାରଫୁଲ ବ୍ୟାଟେରି ସହ ଆକର୍ଷଣୀୟ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ୍ କମ୍ପାନି ଭିଭୋ ଭାରତରେ ନିଜର ନୂଆ ଫୋନ୍ Vivo Y51କୁ ଲଞ୍ଚ୍ କରିଛି। ଏହି ଫୋନ୍ ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ଏଥିରେ ପାଓ୍ୱାରଫୁଲ ବ୍ୟାଟେରି ସପୋର୍ଟ ମିଳୁଥିବା କମ୍ପାନି...
କରୋନା ଟିକା ନେବାକୁ କାହିଁକି ଆଗକୁ ଆସିଲେ ଇଂଲଣ୍ଡର ରାଣୀ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନରେ ପ୍ରଥମେ କରୋନା ଟିକା ନେବେ ରାଣୀ ଏଲିଜାବେଥ୍।
ଆମେରିକାର ତିନିଜଣ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ଡବ୍ଲ୍ୟୁ ବୁଶ୍ ଓ ବିଲ୍ କ୍ଲିଣ୍ଟନ ସାର୍ବଜନୀନ ଭାବେ କରୋନା ଟିକା ନେବାକୁ...
ଭୋଡାଫୋନ୍ ଆଇଡିଆ(VI)ର ଖୁବ୍ ଶସ୍ତା ପ୍ଲାନ୍ – ଦିନକୁ ମିଳୁଛି ୪ ଜିବି ଡାଟା ସହ ମାଗଣା କଲିଂ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଡାଫୋନ୍ ଆଇଡିଆ(VI) ନିଜ ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି। ଏହି ପ୍ଲାନ୍ ଜରିଆରେ ୟୁଜରମାନେ ଖୁବ ଶସ୍ତାରେ ଦିନକୁ ୪ ଜିବି ଡାଟା ପାଇପାରୁଛନ୍ତି। ତେବେ...
ରାଜ୍ୟରୁ ଆଜି ୩୬୮ ପଜିଟିଭ୍ ଚିହ୍ନଟ, ୭ ଆକ୍ରାନ୍ତ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୩୬୮ ଆକ୍ରାନ୍ତ, ୭ ମୃତ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪କୁ ବୃଦ୍ଧି
କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୭୮କୁ ବୃଦ୍ଧି
ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି...
ଭାରତରେ କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଏହାର ପ୍ରତିଷେଧକ ଔଷଧ ବାହାରି ପାରିନାହିଁ। କରୋନାକୁ ପ୍ରତିହତ କରିବା ପାଇଁ ଟିକା ହିଁ ଏକମାତ୍ର ଆଶା ଭରସା...
ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର କମ୍ପାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ଆମେରିକୀୟ ଫାର୍ମା କମ୍ପାନି ଫାଇଜର। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ)କୁ ଚିଠି ଲେଖି ଫାଇଜର ଏହି ଅନୁମତି...




















