ଭାରତରେ ଲଞ୍ଚ୍ ହେଲା Vivo V20 Pro – ମିଳୁଛି ୫ଜି ସପୋର୍ଟ ସହ ଡୁଆଲ ସେଲ୍ଫି କ୍ୟାମେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ କମ୍ପାନି ଭିଭୋ ଭାରତରେ ନିଜର ନୂଆ ୫ଜି ଫୋନ ଲଞ୍ଚ୍ କରିଛି। ଏହି ଫୋନର ନାଁ ରହିଛି Vivo V20 Pro। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୬୫ଜି ପ୍ରୋସେସର ସହିତ...
ଲଞ୍ଚ୍ ହେଲା ବିଏସଏନଏଲର ୩ଟି ଦମଦାର ପ୍ଲାନ୍ – ମିଳୁଛି ଅସୀମିତ କଲିଂ ସହ ୨୨୫ ଜିବି ଅଧିକ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଟେଲିକମ୍ କମ୍ପାନି ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ୩ଟି ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି। ଏହି ପ୍ଲାନଗୁଡ଼ିକରେ ଅସୀମିତ କଲିଂ, ଡାଟା ସମେତ ଅନେକ ଆକର୍ଷଣୀୟ ସୁବିଧା ପ୍ରଦାନ...
ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଋଷରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଋଷ ନାଗରିକଙ୍କୁ ଦିଆଯିବ କରୋନା ଟିକା ସ୍ପୁଟନିକ୍-ଭି ।
ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଋଷରେ ଆରମ୍ଭ ହେବ କରୋନା ଟିକାକରଣ ପ୍ରକ୍ରିୟା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେଠାକାର ଅଧିକାରୀମାନଙ୍କୁ...
ରାଜ୍ୟରେ ଆଜି ୪୩୪ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୫ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ୪୩୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୨୪୯ ଜଣ ଥିବା ବେଳେ ୧୮୫ଟି ଲୋକାଲ୍ କେସ୍...
ତଳମୁହାଁ ରାଜ୍ୟର କରୋନା ଗ୍ରାଫ୍ – ଗ୍ରୀନ୍ ଜୋନରେ ୩୦ଟି ଯାକ ଜିଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ କମିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ।
ରାଜ୍ୟର କରୋନା ଗ୍ରାଫ୍ ଏବେ ତଳମୁହାଁ। କିଛି ମାସ ଧରି ଦ୍ରୁତ ସଂକ୍ରମଣ ହେବା ପରେ ଗତ ଦୁଇ ସପ୍ତାହେ ହେଲା...
ଘରୋଇ ଲ୍ୟାବରେ ଏଣିକି ୪ ଶହ ଟଙ୍କାରେ କରୋନା ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟିଂ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଏଣିକି ମାତ୍ର ୪ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ଲ୍ୟାବରେ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏ...
ରାଜ୍ୟର କରୋନା ରିପୋର୍ଟ – ୪୮୦ ପଜିଟିଭ୍ ଚିହ୍ନଟ, ୬ ଆକ୍ରାନ୍ତ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ
ଆଖିବୁଜିଲେ ଆଉ ୬ କରୋନା ଆକ୍ରାନ୍ତ
ରାଜ୍ୟରେ ଏବେ ବି ୫୦୪୬ ଆକ୍ରାନ୍ତ ସକ୍ରିୟ
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ...
Micromax In Note 1ର ବିକ୍ରି ଆରମ୍ଭ – ମିଳୁଛି ୫,୦୦୦ ଏମ୍ଏଏଚ୍ ବ୍ୟାଟେରି ସହ ଦମ୍ଦାର୍ କ୍ୟାମେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କମ୍ପାନି ମାଇକ୍ରୋମାକ୍ସ ନିଜ ନୂଆ ସ୍ମାର୍ଟଫୋନ୍ Micromax In Note 1ର ବିକ୍ରି ଆରମ୍ଭ କରିଛି। ଏହି ଫୋନ୍ରେ ୫,୦୦୦ ଏମ୍ଏଏଚ୍ର ବ୍ୟାଟେରି ମିଳିବା ସହ ଦମ୍ଦାର୍ କ୍ୟାମେରା ସେଟ୍ଅପ୍...
ହାରିଲା କରୋନା, ଜିତିଲେ ୯୭ ବର୍ଷୀୟ ବୃଦ୍ଧ ନଟବର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୃଦ୍ଧ। ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବୃଦ୍ଧ ନଟବର ଦାସ ମଙ୍ଗଳବାର କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କଟକ ଜିଲ୍ଲା କିଶୋରନଗର...
ଏୟାରଟେଲ ୪ଜି ଗ୍ରାହକଙ୍କୁ ମିଳୁଛି ମାଗଣା ୫ ଜିବି ଡାଟା – କେମିତି ପାଇବେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍ଦାର୍ ଡାଟା ଅଫର ଲଞ୍ଚ୍ କରିଛି। ଏଥିରେ ନୂଆ ୪ଜି ୟୁଜରଙ୍କୁ ମାଗଣାରେ ୫ ଜିବି ଡାଟା ମିଳୁଛି।
ଏୟାରଟେଲର ଏହି ଅଫର...





















