ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ହେଲା ଯକୃତ ପ୍ରତ୍ୟାରୋପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିଛି ସମ୍ ହସ୍ପିଟାଲ। ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ଦ୍ୱାରା ପରିଚାଳିତ ଏହି...

ଡିସେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ – ତୋଷାଳୀ ମେଳା ବନ୍ଦ, ପହିଲାରୁ ଖୋଲିବ ମେଡିକାଲ କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ଏଥର ବନ୍ଦ ରହିବ ତୋଷାଳୀ ଓ ଶିଶିର ସରସ ମେଳା। ...

ଦିଲ୍ଲୀ: ଘରୋଇ ହସ୍ପିଟାଲରେ ଏବେ ୮ ଶହ ଟଙ୍କାରେ କରୋନା ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟେଷ୍ଟିଂ ଦାମ କମାଇଲେ କେଜରିୱାଲ ସରକାର। ଏଣିକି ଘରୋଇ ହସ୍ପିଟାଲରେ କରୋନା ଆରଟି-ପିସିଆର ପରୀକ୍ଷା କଲେ ଲୋକଙ୍କୁ ୧୨ ଶହ ବଦଳରେ ୮ ଶହ...

ଡିସେମ୍ଵର ପହିଲାରୁ ଫ୍ଲିପ୍‌କାର୍ଟର ନୂଆ ଅଫର୍‌ ସେଲ୍‌, ମିଳିବ ଦମ୍‌ଦାର ରିହାତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଗ୍ ବିଲିୟନ୍ ସେଲ୍ ଏବଂ ବିଗ୍ ଦିଓ୍ଵାଲୀ ସେଲ୍‌ ପରେ ଫ୍ଲିପ୍‌କାର୍ଟ ତାର ଗ୍ରାହକମାନଙ୍କ ପାଇଁ ଆଣୁଛି ଆଉ ଏକ ନୂଆ ସେଲ୍ 'ଫ୍ଲିପଷ୍ଟାର୍ଟ'। ଡିସେମ୍ଵର ୧ରୁ ଡିସେମ୍ଵର ୩ ପର୍ଯ୍ୟାନ୍ତ...

ଲଞ୍ଚ୍ ହେଲା ଭାରତର ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ Moto G 5G – ଜାଣନ୍ତୁ ଦାମ୍ ଓ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲଞ୍ଚ୍ ହୋଇଛି ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ Moto G 5G। ମୋଟୋରୋଲାର ଏହି ନୂଆ ଫୋନ୍‌ରେ ୫,୦୦୦mAh ବ୍ୟାଟେରି ସହ ଅନେକ ଦମ୍‌ଦାର୍ ଫିଚର ମିଳୁଛି। ତେବେ ସବୁଠୁ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ – ଆଜି ୪୧୮ ପଜିଟିଭ୍ ଚିହ୍ନଟ, ୫ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୪୧୮ ଆକ୍ରାନ୍ତ, ୫ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୭୨୫କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୩୯କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି।...

ରାଜ୍ୟରୁ ଆଜି ୫୧୮ ପଜିଟିଭ୍ ଚିହ୍ନଟ, ପ୍ରାଣ ହରାଇଲେ ୪ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୫୧୮ ପଜିଟିଭ୍ ଚିହ୍ନଟ, ୪ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୮,୩୦୭କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୩୪କୁ ବୃଦ୍ଧି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ...

ଲଞ୍ଚ୍ ହେଲା Redmi Note 9 Pro 5G – ମିଳୁଛି ୧୦୮ ମେଗାପିକ୍ସେଲ କ୍ୟାମେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ନିଜ ନୂଆ ଫୋନ୍ Redmi Note 9 Pro 5G ଲଞ୍ଚ୍ କରିଛି। ଏଥିରେ ୧୦୮ ମେଗାପିକ୍ସେଲର ରିୟର କ୍ୟାମେରା ମିଳୁଛି। ୩ଟି ମଡେଲ୍‌ରେ ଏହି...

ଘରୋଇ ଉପାୟରେ ନାକରୁ ବ୍ଲାକ୍ ହେଡସ୍ କିପରି ହଟାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାକରେ ବ୍ଲାକ୍‌ ହେଡ୍‌ସ ହେବା ଏକ ସାଧାରଣ ସମସ୍ୟା।  ଏହି ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖାଯାଏ। ହରମୋନ୍‌ ଡିସ୍‌ଅର୍ଡର ଯୋଗୁଁ ଏହି ସମସ୍ୟା ହୋଇଥାଏ। ଏହାଛଡ଼ା ଲୋମଛିଦ୍ର ବନ୍ଦ ହୋଇଯିବା, ଅତ୍ୟଧିକ...

ଇଣ୍ଟରନେଟ୍ ସ୍ଲୋ ହେଉଛି କି? ଆପଣାନ୍ତୁ ଟପ୍-୩ ଟିପ୍ସ       

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ୟୁଜରମାନେ ପ୍ରାୟତଃ ୪ଜି ନେଟ୍‌ଓ୍ଵର୍କ ବ୍ୟବହାର କରୁଛନ୍ତି। ତଥାପି ଅନେକଙ୍କ ସ୍ମାର୍ଟଫୋନ୍‌ରେ ଇଣ୍ଟରନେଟ୍ ବହୁତ ସ୍ଲୋ ହେଉଛି। ଏଭଳି ସ୍ଥିତିରେ ଅନ୍‌ଲାଇନ୍‌ କାମ କରିବା ସମ୍ଭବ ହୋଇପାରୁନାହିଁ। ଯଦି ଆପଣ...