ଶୀତ ଋତୁରେ ବଢୁଛି କରୋନା ସଂକ୍ରମଣ – ପୁଣି ଲକଡାଉନ୍ ଜାରି କରିବେ ତିନୋଟି ଦେଶ!
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁରୋପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି।
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ଆତଙ୍କ ଜାରି ରଖିଛି। ତେବେ ଗତ କିଛି ଦିନ ଧରି ୟୁରୋପରେ କରୋନା ସଂକ୍ରମିତଙ୍କ...
କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ – ୧୨୯୭ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକରେ ଆଉ ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୯୭କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...
ରାଜ୍ୟରେ ୧,୬୧୭ ନୂଆ ପଜିଟିଭ୍ ଚିହ୍ନଟ, ୨ ଲକ୍ଷ ୮୭ ହଜାର ଡେଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୧,୬୧୭ ନୂଆ ପଜିଟିଭ୍
କ୍ଵାରେଣ୍ଟାଇନ୍ରୁ ୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଜଣ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା...
କେହି ବାଦ ପଡ଼ିବେନି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯିବ ଟିକା – ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ସାରାବିଶ୍ୱରେ ଜାରି ରହିଛି। ଭାରତରେ ମଧ୍ୟ କରୋନାର ଅନେକ ଟିକା ଉପରେ ଏବେ ପରୀକ୍ଷଣ ଚାଲିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ବୟାନ ଦେଇଛନ୍ତି।...
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ବୁଧବାର ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହାସହ ତାଙ୍କ ସହ ସମ୍ପର୍କରେ...
ଖୁବଶୀଘ୍ର ବଜାରକୁ ନୂଆ ‘ଇଲେକ୍ଟ୍ରିକ୍ ସାଇକେଲ୍’ ଆଣୁଛି ହାର୍ଲି ଡେଭିଡସନ୍ କମ୍ପାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ବଜାରକୁ ଏକ ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ ଆଣିବାକୁ ଯାଉଛି ହାର୍ଲି ଡେଭିଡସନ୍। ଯାହାର ନାଁ ରହିଛି ‘ସିରିଏଲ୍ ୱାନ୍’। ବୁଲେଟ୍ ନିର୍ମାଣ ଜଗତରେ ବେଶ୍ ନାଁ କରିଥିବା ‘ହାର୍ଲି ଡେଭିଡସନ’ର...
ଫୋନ୍ ଚୋରି ହେଲା ପରେ କେମିତି କରିବେ ଡାଟା ଡିଲିଟ୍ ? ଜାଣନ୍ତୁ, ସହଜ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଇଛି ଏବଂ ସେଥିରେ ଆପଣଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ରହିଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଘରେ ବସି ଆପଣଙ୍କ ହଜି...
ଆଖି ବୁଜିଲେ ଆଉ ୧୨ ଆକ୍ରାନ୍ତ – ରାଜ୍ୟରେ ୧୨୮୪ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୮୪କୁ ବୃଦ୍ଧି ଘଟିଛି।
ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଝାରସୁଗୁଡ଼ା,...
ଦେଶରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା – ଦିନକରେ ୪୩ ହଜାର ୮୯୩ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ତୁଳନାରେ ବୁଧବାର ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୫୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ...
ଜିଓର ସବୁଠୁ ଶସ୍ତା ପ୍ଲାନ୍ – ମିଳୁଛି ଡାଟା, ମାଗଣା କଲିଂ ସହ ଓଟିଟି ଆପ୍ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକମାନଙ୍କୁ ଶସ୍ତା ପ୍ଲାନ୍ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସବୁବେଳେ ଆଗରେ ରହିଥାଏ। ତେବେ ଜିଓ ଏବେ ଏମିତି ଏକ ପ୍ଲାନ୍ ପ୍ରଦାନ କରୁଛି ଯେଉଁଥିରେ ଡାଟା, ମାଗଣା କଲିଂ ପରି...





















