ରାଜ୍ୟରେ ଆଜି ଆଉ ୪୨୪୨ ପଜିଟିଭ୍ ଚିହ୍ନଟ – ୨ ଲକ୍ଷ ଛୁଇଁବ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୪୨୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୦୩ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୧୭୩୯ ରହିଛି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ...
corona case-2

ଦେଶରେ ୮୭ ହଜାର ପାର୍ କଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୧୩୦ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୬,୯୬୧ ଆକ୍ରାନ୍ତ, ୧,୧୩୦ ମୃତ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୭,୮୮୨କୁ  ବୃଦ୍ଧି ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୪,୮୭,୫୮୧କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ...

ବଜାରକୁ ଆସୁଛି ‘ଫେଲୁଦା’ – ଏଣିକି କମ୍ ଖର୍ଚ୍ଚରେ ହେବ କରୋନା ଟେଷ୍ଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ 'ଫେଲୁଦା' ଟେଷ୍ଟ୍ କିଟ୍ ସାହାଯ୍ୟରେ କମ୍ ଟଙ୍କା ଓ କମ୍ ସମୟରେ କରିହେବ କରୋନା ଟେଷ୍ଟ୍। ‘ଫେଲୁଦା’ ଟେଷ୍ଟ୍ କିଟ୍‌କୁ ଡିସିଜିଆଇର ଅନୁମୋଦନ ୫୦୦ରୁ ୬୦୦ ଟଙ୍କାରେ କରିହେବ କୋଭିଡ୍ ଟେଷ୍ଟ୍ ...
home isolation-2

ଅନ୍ୟ ରୋଗ ନଥିଲେ କୋଭିଡ ରୋଗୀଙ୍କ ପାଇଁ ହୋମ୍‌ ଆଇସୋଲେସନ ଭଲ – ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ୟ କୌଣସି ରୋଗ ନଥିଲେ କୋଭିଡ ଆକ୍ରାନ୍ତଙ୍କ ପାଇଁ ହୋମ୍‌ ଆଇସୋଲେସନ ଭଲ। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏକଥା...
home quarantine

ହୋମ ଆଇସୋଲେସନରେ କେମିତି ସତର୍କ ରହିବେ କୋଭିଡ ରୋଗୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋମ୍‌ ଆଇସୋଲେସନରେ ରହି କୋଭିଡ ରୋଗୀ ନିଜର ଚିକିତ୍ସା କରିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସେହି ସତର୍କତା କ’ଣ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ...

ଭାରତରେ ଲଞ୍ଚ୍ ହେବ Moto E7 Plus, ଜାଣନ୍ତୁ ଦାମ୍ ଓ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ମୋଟୋରୋଲାର ନୂଆ ସ୍ମାର୍ଟଫୋନ୍ Moto E7 Plusର ଦାମ୍ ଓ ଫିଚର ବିଷୟରେ… ମୋଟୋରୋଲା ନିଜର ନୂଆ ସ୍ମାର୍ଟଫୋନ୍ Moto E7 Plusକୁ ଭାରତରେ ଲଞ୍ଚ୍ କରିବା ପାଇଁ ଜୋରଦାର୍ ପ୍ରସ୍ତୁତି...
corona death

ଆଜି ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ – ରାଜ୍ୟରେ ୭୦୦ ପାର୍ କଲା କରୋନା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଖି ବୁଜିଲେ ଆଉ ୧୦ କରୋନା ଆକ୍ରାନ୍ତ। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୦୧କୁ ବୃଦ୍ଧି ଘଟିଛି। କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁଙ୍କର...

ରାଜ୍ୟରେ କରୋନାର ନୂଆ ରେକର୍ଡ – ଦିନକରେ ସର୍ବାଧିକ ୪,୩୩୦ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ସର୍ବାଧିକ ୪,୩୩୦ ପଜିଟିଭ୍ ୨,୫୫୬ ଜଣ କ୍ଵାରେଣ୍ଟାଇନ୍‌ରୁ ଓ ୧,୭୭୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି ରାଜ୍ୟରେ ପୁଣି...
corona case

ଦେଶରେ ୫୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୨,୬୦୫ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୯୨,୬୦୫ ଆକ୍ରାନ୍ତ, ୧,୧୩୩ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୪,୦୦,୬୨୦କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୬,୭୫୨କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୦୯୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ୪୦୯୦ ଆକ୍ରାନ୍ତ ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଆକ୍ରାନ୍ତ ସୁସ୍ଥ ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୪୧,୬୫୭କୁ ବୃଦ୍ଧି ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି...