Coronavirus blood test

କଟକ ସହରରୁ ଆଉ ୨୨ ପଜିଟିଭ୍ ଚିହ୍ନଟ

ଓଡିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରୁ ଶୁକ୍ରବାର ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...

କାଲିଠୁ ନବରଙ୍ଗପୁର ୪୩ ଘଣ୍ଟା ସଟଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ୪୩ ଘଣ୍ଟା ସଟଡାଉନ ରହିବ ନବରଙ୍ଗପୁର ଜିଲ୍ଲା। ଅଗଷ୍ଟ ୧ ସକାଳ ୫ଟାରୁ ୨ ତାରିଖ ରାତି ୧୨ ଯାଏଁ ସଟଡାଉନ ରହିବ। ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ...

ଓଡ଼ିଶାର ଚାରି ଜିଲ୍ଲାରେ ପୁଣି ବଢ଼ିବ କି ଲକ୍‌ଡାଉନ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଶେଷ ହେଉଛି ଜୁଲାଇ ମାସର କରୋନା କଟକଣା। ଆସନ୍ତାକାଲିଠୁ ଅଗଷ୍ଟ ମାସ ଆରମ୍ଭ ହେବ। ରାଜ୍ୟ ସରକାର କ’ଣ ନୂଆ କଟକଣା ଜାରି କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର...

ଢେଙ୍କାନାଳ ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ଢେଙ୍କାନାଳ ଜିଲ୍ଲାପାଳ...

କରୋନା ପାଇଁ କୋରାପୁଟ ମେଡିକାଲ କଲେଜ ଓପିଡି ୫ ଦିନ ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡିକୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ମେଡିକାଲରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ...
corona case-2

ରାଜ୍ୟରେ ପୁଣି ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଶୁକ୍ରବାର ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି।...

ରାଜ୍ୟରେ ପୁଣି ୧୪୯୯ ପଜିଟିଭ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୧ ହଜାର ୮୭୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଖୁ ଦେଖୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଜି ପୁଣି ୨୯ ଜିଲ୍ଲାରୁ ୧୪୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୩୧ ହଜାର...
corona case

ଦେଶରେ ୧୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଦିନକରେ ସର୍ବାଧିକ ୫୫,୦୭୯ ପଜିଟିଭ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଚିହ୍ନଟ, ୭୭୯ ମୃତ ମୋଟ ୧୬,୩୮,୮୭୧ ଜଣ ଆକ୍ରାନ୍ତ ଚିହ୍ନଟ ମୃତ୍ୟୁସଂଖ୍ୟା ୩୫,୭୪୭କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଗତ...

କେଶ ଝଡ଼ିବାରୁ ରକ୍ଷା କରିବ ତୁଳସୀ, ଜାଣନ୍ତୁ ବ୍ୟବହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ। ଏହି ପବିତ୍ର ଗଛକୁ ଘରେ ଲଗାଇଲେ କେବଳ ଯେ ଶୁଭ ହୋଇଥାଏ ତା’ ନୁହେଁ ଏହା ବହୁ ପ୍ରକାର ସଂକ୍ରମଣରୁ ରକ୍ଷା କରେ।...

କେନ୍ଦ୍ରାପଡ଼ା: ପ୍ଲାଜମା ଦାନ ପାଇଁ ଉତ୍ସାହିତ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାକୁ ପରାଜିତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ ପ୍ଲାଜମା। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ...