କରୋନା ସ୍ଥିତି ଅଣାୟତ୍ତ, ଚିନ୍ତା ବଢ଼ାଇଲା ଜୁଲାଇ ମାସ
ଓଡ଼ିଶାଲାଇଭ ବ୍ୟୁରୋ
ଜୁଲାଇ ମାସରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ହେଲେ ଜୁଲାଇ...
ରାଜ୍ୟର ଆଉ ୨୬୨ ଆକ୍ରାନ୍ତ ସୁସ୍ଥ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୋମବାର ଗଞ୍ଜାମରୁ ସର୍ବାଧିକ ୭୩ ଜଣ ସୁସ୍ଥ...
ଜଟିଳ ହେଉଛି କରୋନା ସ୍ଥିତି, ଓଡ଼ିଶାରେ ୯ ହଜାର ପାର୍
ଓଡ଼ିଶାଲାଇଭ ବ୍ୟୁରୋ
ଜୁଲାଇରେକଲବଲ କଲାଣି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬।
ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି। ଗୋଟିଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ...
ପ୍ରଧାନମନ୍ତ୍ରୀଙ୍କ ‘ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ୍’, ଭାରତୀୟ ଆପ୍ ପାଇଁ ଯୁବବର୍ଗଙ୍କୁ ଆହ୍ୱାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ଚୀନର ୫୯ଟି ଆପକୁ ବ୍ୟାନ କରିଛି ଭାରତ ସରକାର। ଏଥିରେ ସାମିଲ୍ ଥିଲା ଟିକଟକ, ୟୁସି ବ୍ରାଉଜର ଭଳି ଆପ୍ ଯାହା ଭାରତରେ ବେଶ୍ ଲୋକପ୍ରିୟ ଥିଲା। ତେବେ ଏହା...
କରୋନା ପାଇଁ ବିଧାନସଭା କମିଟିର ବୈଠକ ବାତିଲ
ଓଡ଼ିଶାଲାଇଭ ବ୍ୟୁରୋ
ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି। ପ୍ରତିଦିନ ରାଜ୍ୟରେ ପ୍ରାୟ ୫୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମ ଥର ପାଇଁ ଆଜି ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା...
ଭୁବନେଶ୍ଵରରୁ ଚିହ୍ନଟ ହେଲେ ଆଉ ୧୭ କରୋନା ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ଵରରେ ଚିହ୍ନଟ ହେଲେ ଆଉ ୧୭ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦ଟି ଲୋକାଲ କେସ୍ ରହିଛି। ବାକି ୨ ଜଣ କରୋନା ଆକ୍ରାନ୍ତ...
କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ
ଓଡିଶାଲାଇଭ୍ ବ୍ୟୁରୋ
ଏଣିକି କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ରାଜ୍ୟ...
ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା
ଓଡ଼ିଶାଲାଇଭ ବ୍ୟୁରୋ
ଜଣକ ପରେ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ଆଜି ଜଣେ ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ବିଧାୟକ ଜଣକ ବାଲେଶ୍ୱର ଜିଲ୍ଲାର। ତାଙ୍କ ପାଖରେ କରୋନା...
ଆରଏମ୍ଆରସିକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୂରୋ
ଭୁବନେଶ୍ୱର ଆରଏମଆରସି (ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରଏମଆରସି ୧ ଲକ୍ଷ କରୋନା ନମୁନା ପରୀକ୍ଷଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ...
କରୋନା ପାଇଁ ଶିଶୁଭବନ ଆଉଟଡୋର ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ରହିବ। ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ସୂଚନା ଦେଇଛନ୍ତି।
ଗତକାଲି...





















