ଜୁନ୍ ୫ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା – ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୭୨ ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା
୨୯ ଓ ୩୦ ତାରିଖରେ ହେବ ପରୀକ୍ଷା
୩ ତାରିଖ ସୁଦ୍ଧା ରିପୋର୍ଟ ଆସିବ
୫ ତାରିଖରେ ସ୍ନାନ ପୂର୍ଣ୍ଣିମା ନୀତିରେ...
ଟ୍ରେନ୍ ଗଡ଼ିବ, ବିମାନ ଉଡ଼ିବ – କେବେ ଚାଲିବ ବସ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ ଚଳାଚଳ ପାଇଁ ସରକାର ଦେବେ କି ସବୁଜ ସଙ୍କେତ?
କରେନା ଲକ୍ଡାଉନ୍ ପାଇଁ ସାରା ଦେଶରେ ଟ୍ରେନ୍, ବିମାନ ଏବଂ ବସ୍ ଚଳାଚଳ ବନ୍ଦ କରିଥିଲେ ସରକାର। ମାର୍ଚ୍ଚ ୨୪ରୁ ଟ୍ରେନ୍,...
ପ୍ରବାସୀ ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ, ସେଆର କଲେ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ସୁଖଦେବ ବିହାର ଓଭରବ୍ରିଜରେ ଥିବା କିଛି ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ।
“୧୨୦ କିଲୋମିଟର ଚାଲି ଚାଲି ଆସିଲିଣି। ରାତିରେ ରହୁଛି ସକାଳୁ ପୁଣି ଚାଲୁଛି। ଚାଲିବାକୁ...
ଗରମ ଚା’ ପିଉଛନ୍ତି କି? ହୋଇପାରେ ଏହି ରୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ଆମ ସମସ୍ତଙ୍କର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ ଗୋଟିଏ କପ ଚା' ରୁ। ଏହା ଶରୀରକୁ ଏକ ପ୍ରକାର ସତେଜତା ଯୋଗେଇଥାଏ। ଅଧିକାଂଶ ଲୋକ ଗୋଟିଏ ଦିନରେ ବହୁଥ ଥର ଚା'...
ଲକଡାଉ୍ନ – ୮୦ କିଲୋମିଟର ଚାଲି ଚାଲି ବର ଘରେ ପହଞ୍ଚିଲେ କନ୍ୟା, ମନ୍ଦିରରେ ହେଲା ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ପାଇଁ ବାରମ୍ବାର ବିବାହ ସ୍ଥଗିତ ରହୁଥିବାରୁ ୮୦ କିଲୋମିଟର ପାଦରେ ଚାଲି ଚାଲି ବରର ଗାଁରେ ପହଞ୍ଚିଲେ କନ୍ୟା। ମନ୍ଦିରର କଲେ ବିବାହ।
କରୋନା ପାଇଁ ଦେଶରେ ଲାଗୁ ହୋଇଥିବା...
ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଲା କରୋନା ଭାଇରସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାର ୨୪ ଜିଲ୍ଲାରେ ନିଜର କାୟା ବୃଦ୍ଧି କରିବା ପରେ ଏବେ ଆଉ ଦୁଇଟି ଜିଲ୍ଲାକୁ ଲମ୍ପ ମାରିଛି କରୋନା ଭାଇରସ। ଶନିବାର ପ୍ରଥମ କରି ନବରଙ୍ଗପୁର ଓ ଗଜପତି...
ରାଜ୍ୟରେ ପୁଣି ୮୦ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶନିବାର ଓଡ଼ିଶାରେ ଆଉ ୮୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ଝାରସୁଗୁଡ଼ାରେ ଚିହ୍ନଟ ହେଲେ ୨ ପଜିଟିଭ୍, ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିଶୁକନ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଝାରସୁଗୁଡ଼ା ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ୨ କରୋନା ପଜିଟିଭ୍। ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ୍ କରି ସୂଚନା ଦେଇଛନ୍ତି।
ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି...
କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର ଯୋଗୁଁ ଦୃଷ୍ଟି ଶକ୍ତି କମୁଛି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ–କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ବହୁଳ ଭାବରେ ଦେଖାଯାଉଛି। କିଛି ଘରୋଇ ଉପଚାର ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବଢ଼ିପାରିବ।
ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ–
ସଜନା ଶାଗ
ବାଡ଼ି ବଗିଚାରେ ମିଳୁଥିବା ସଜନା ଶାଗ ଶରୀର ପାଇଁ ବେଶ୍ ଉପକାରୀ। ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ବେଶ୍ ସହାୟକ...
ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରେ ଏହି ୫ ଜଣ ଥିଲେ। ତାମିଲନାଡୁରୁ ଏମାନେ ଆସିଥିଲେ। ଏମାନଙ୍କ ଭିତରେ ୨ ଜଣ ମହିଳା ଥିବା ବେଳେ...





















