ଭାରତରେ କରୋନା ପରୀକ୍ଷା କିଟ୍ ପ୍ରସ୍ତୁତ କଲେ ମହିଳା ଡାକ୍ତର – ଦୁଇ ଘଣ୍ଟାରେ ମିଳିବ ରିପୋର୍ଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କନ୍ୟା ସନ୍ତାନ ଜନ୍ମ ଦେବାର ୪ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କିଟ୍ ପ୍ରସ୍ତୁତ କଲେ ଡାକ୍ତର ମୀନଲ ଦଖାଓ୍ଵେ। ସମ୍ବେଦନଶୀଳ ମୁହୂର୍ତ୍ତରେ ନିଜ ସ୍ଵାସ୍ଥ୍ୟ କଥା ଚିନ୍ତା ନକରି କରୋନା...

କରୋନା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା – ୯୪୬୫ଟି ଶଯ୍ୟା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏଥିପାଇଁ ୯୪୬୫ଟି...

କରୋନା ଅପଡେଟ୍ – ଭାରତରେ ୯୭୯ ଆକ୍ରାନ୍ତ, ୨୫ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ବର୍ତ୍ତମାନ ସୁଦ୍ଧା ୯୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୯୩୧ଜଣ ଭାରତୀୟ ହୋଇଥିବାବେଳେ ବାକି ୪୮ ଜଣ ବିଦେଶୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର...

କରୋନା ଭାଇରସର ମୁକାବିଲା: କ’ଣ କରିବେ, କ’ଣ କରିବେ ନାହିଁ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। ଏଥିପାଇଁ...

ଘରେ ଜାଗା ନ ଥିବାରୁ ଗଛ ଉପରେ ଆଇସୋଲେସନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହମାରୀକୁ ନେଇ ଦୁନିଆ ଯାକର ଲୋକ ଚିନ୍ତାରେ ଅଛନ୍ତି। ଏହାକୁ ରୋକିବା ପାଇଁ ସରକାରମାନେ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଏକ ରୋଚକ ଖବର ଆସିଛି। ପୁରୁଲିଆ ଜିଲ୍ଲାର...

ରବିବାର ସକାଳ ୬ଟାରୁ ୭ଟା ଯାଏଁ ବନ୍ଦ ରହିବ କରୋନା ହେଲ୍ପ ଲାଇନ୍ ନମ୍ବର ୧୦୪

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ କରୋନା ହେଲ୍ପ ଲାଇନ୍‌ ନମ୍ବର ୧୦୪ ରବିବାର ଘଣ୍ଟାଏ ବନ୍ଦ ରହିବ। ଏହି ହେଲ୍ପ ଲାଇନ୍‌ ନମ୍ବରର ଉନ୍ନତୀକରଣ ପାଇଁ ଆସନ୍ତାକାଲି ସକାଳ ୬ଟାରୁ ୭ଟା ଯାଏଁ ଏହି...

ଜୟପୁର: ଲକଡାଉନରେ ଫସିଲେ ୧୩ ମରାଠୀ ପରିବାର, ସରକାରୀ ସାହାଯ୍ୟକୁ ଅପେକ୍ଷା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଜୟପୁର: ଲକଡାଉନ୍ ପାଇଁ ଓଡ଼ିଶାରେ ଫସିଛନ୍ତି ମହାରାଷ୍ଟ୍ରର ୧୩ଟି ପରିବାର। ଖାଇବାକୁ ନପାଇ ଭୋକ ବିକଳରେ ପଡ଼ିଆରେ ତମ୍ବୁକୁ ଆଶ୍ରା କରି ଦିନ କାଟୁଛନ୍ତି ଶହେରୁ ଅଧିକ ଲୋକ। କୋରାପୁଟ...

ସାରା ଦେଶ ‘ଲକ୍‌ଡାଉନ୍‌’ – ଭୁବନେଶ୍ୱରରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ବିସ୍କୁଟ, ପାଣି ବୋତଲ ବାଣ୍ଟିଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ। ଏହି ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ...

ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ, ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ ଦିଲ୍ଲୀରୁ...

ଲକଡାଉନ୍‌ – ଖାଲି ଟିଭି, ମୋବାଇଲରେ ସମୟ କାଟନ୍ତୁ ନାହିଁ?

ଓଡ଼ିଶାଲାଇଭ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି...