ସାମାଜିକ ଦୂରତା ପାଇଁ ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଛନ୍ତି ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ରାସ୍ତା। ଏହାକୁ ଲୋକେ ସଚେତନତାର ସହ ମାନୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ରାସନ, ପରିବା କିଣିବା ବେଳେ ଜଣେ...

କରୋନା ଡର – କ୍ୟାବିନେଟ୍ ବୈଠକରେ ‘ସାମାଜିକ ଦୂରତା’ ରକ୍ଷା କଲେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ‘ସାମାଜିକ ଦୂରତା’ ପାଲଟିଛି ମୁଖ୍ୟ ଅସ୍ତ୍ର। ଏହାର ପ୍ରଭାବ ଆଜି କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଛି। କରୋନା ମୁକାବିଲା ପାଇଁ ବସିଥିବା କ୍ୟାବିନେଟ୍‌ ବୈଠକରେ ‘ସାମାଜିକ...

କରୋନା ବିଷୟରେ ଛୋଟପିଲାଙ୍କୁ କହନ୍ତୁ ସଠିକ କଥା – ଆପଣାନ୍ତୁ ଏହି ଉପାୟ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି...

ଚୀନରେ ସୁଧୁରୁଛି କରୋନା ସ୍ଥିତି – ୫ଦିନ ମଧ୍ୟରେ ଉହାନରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ଉତ୍ପତି ହୋଇଥିବା ଚୀନର ଉହାନ ସହରରୁ ଏକ ଆଶ୍ଵସ୍ତିକର ଖବର ମିଳିଛି। ଗତ ୫ଦିନ ମଧ୍ୟରେ ଉହାନ ସହରରୁ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।...

କରୋନା ପରାମର୍ଶ: ଘରେ ବୟସ୍କ ବ୍ୟକ୍ତିଙ୍କର କେମିତି ନେବେ କେୟାର?

 ଓଡ଼ିଶାଲାଇଭ୍‌ କେରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ତେହେରାନରୁ ଭାରତ ଫେରିଲେ ୨୭୭ଜଣ ଭାରତୀୟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ତେହେରାନରେ ଅଟକି ରହିଥିବା ୨୭୭ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ବୁଧବାର ସକାଳୁ ଏକ ସ୍ଵତନ୍ତ୍ର ବିମାନ ୨୭୭ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହିଞ୍ଚିଛି। ଦିଲ୍ଲୀରୁ ଆଉ...

କରୋନା ସମୟ: ସ୍ୱାସ୍ଥ୍ୟକର୍ମୀ କେମିତି ନେବେ ନିଜର ଯତ୍ନ?

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରାବିଶ୍ୱରେ ଏବେ କରୋନା ଚିନ୍ତା। ଏହି ପ୍ରାଣଘାତୀ ଭାଇରସକୁ ପ୍ରତିରୋଧ କରିବା ଲାଗି ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର। ଲୋକଙ୍କୁ ଭାଇରସରୁ  ସୁରକ୍ଷିତ...

ମୋଦୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌କୁ ମାନିବାକୁ ନବୀନଙ୍କ ଅପିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନିଆ ଲକ୍‌ଡାଉନ୍‌ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ୍‌କୁ ଲୋକମାନେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କରୋନା ସତର୍କତା – ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହ ହେଲ୍ପଲାଇଲ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଲକ୍‌ଡାଉନ ସମୟରେ ଲୋକଙ୍କ ବିଭିନ୍ନ...

ଲକ୍‌ଡାଉନ୍: ରାୟଗଡ଼ାରେ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ରାଜ୍ୟ ସରକାର ମଙ୍ଗଳବାର ମଧ୍ୟରାତିରୁ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ଏହାକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ତତ୍ପର ହୋଇ...