କରୋନା ଖବର ପାଇବା ପାଇଁ ଓଡ଼ିଶାରେ ଡିଜିଟାଲ ରସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସମ୍ପର୍କରେ ଖବର ପାଇବା ପାଇଁ ଏବେ ଲୋକମାନେ ଡିଜିଟାଲ ମିଡିଆ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଆଜିର ଏହି ଜଟିଳ ମୁହୂର୍ତ୍ତରେ ସମସ୍ତେ ପ୍ରତି ମୁହୂର୍ତ୍ତର...
ହାଇକୋର୍ଟରେ କରୋନା କଟକଣା – ମାର୍ଚ୍ଚ ୩୧ ଯାଏଁ ସମସ୍ତ ମାମଲାର ଶୁଣାଣି ସ୍ଥଗିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ କୌଣସି ମାମଲାର ଶୁଣାଣି ହେବ ନାହିଁ।
ସେହିଭଳି ମାର୍ଚ୍ଚ ୨୩ତାରିଖ ପାଇଁ ହେବାକୁ...
ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...
କରୋନା ନେଲା ଆଉ ଏକ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୭ଛୁଇଁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସୋମବାର ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୬୮ବର୍ଷ। ଏହାସହିତ ଭାରତରେ...
ଭାରତରେ ୪୧୫ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫କୁ ଛୁଇଁଲାଣି। ରବିବାର ଦିନ କରୋନା ସଂକ୍ରମଣ କାରଣରୁ ୨ ଜଣଙ୍କ ମୃତ୍ୟୁ...
ନୋଟ୍ ବ୍ୟବହାର ପରେ ହାତ ଧୋଇବାକୁ ପରାମର୍ଶ ଦେଲା ଭାରତୀୟ ବ୍ୟାଙ୍କ ଆସୋସିଏସନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍ଲାଇନ୍ ଜାରି କରିଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। କରେନ୍ସି ନୋଟ ବ୍ୟବହାର ପରେ ଅତିକମ୍ରେ ୨୦ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛି ଭାରତୀୟ...
ଲକ୍ ଡାଉନ୍କୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଦେଶର ବିିଭିନ୍ନ ରାଜ୍ୟର ସରକାରମାନେ ଲକଡାଉନ୍ ଘୋଷଣା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ୮ ଦିନିଆ...
ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ହଁ। ଯେହେତୁ ସେମାନେ ରୋଗୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସନ୍ତି ତେଣୁ ସେମାନଙ୍କୁ କରୋନା ଭାଇରସ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ ସେବା...
ନବରଙ୍ଗପୁର ଓ ଉମରକୋଟରେ କରୋନା କଟକଣା – ଫ୍ୟାକ୍ଟ୍ରି ଓ ଗୋଦାମ ବନ୍ଦ ରଖିବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଜାରି ହେଲା କରୋନା କଟକଣା। ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଓ ଗୋଦାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ...
କରୋନା ଆତଙ୍କ: ଇଟାଲିରେ ଦିନକରେ ୬୫୧ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରିଚାଲିଛି। କରୋନା ଭାଇରସରେ ଯୋଗୁଁ ରବିବାର ଇଟାଲିରେ ୬୫୧ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ୭୯୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ସାରା ବିଶ୍ୱରେ ୧୮୮ଟି...





















