ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଲେ ଭିନିଲ୍‌ କ୍ରିଷ୍ଣା – ଭିଡିଓ ସେୟାର କରି ଦେଲେ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସନ୍ଦେହରେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ୍‌ କ୍ରିଷ୍ଣା। ସରକାରଙ୍କ ତରଫରୁ ଜାରି ହୋଇଥିବା ଅନ୍‌ଲାଇନ୍‌ ଓ୍ଵେବସାଇଟ୍‌ରେ ରେଜିଷ୍ଟ୍ରେସନ ପରେ ସେ ଏହି ପଦକ୍ଷେପ...

କରୋନା – ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସର ନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌କୁ ନେଇ କଠୋର ହେଲା ଦିଲ୍ଲୀ ପୋଲିସ। ମାର୍ଚ୍ଚ ୩୧ ଯାଏଁ ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସ ନା କହିଛି। ଏଥିପାଇଁ କୌଣସି ଅନୁମତି ଦିଆଯିବ...

ମୁଁ ଓ ମୋ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛୁ – ଗଜପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଆମେରିକାରେ ଧର୍ମୀୟ କାମ ସାରି ମାର୍ଚ୍ଚ ୧୫ରେ ଫେରିଥିଲୁ। ସେଠୁ ଫେରି ସରକାରଙ୍କ ନିର୍ଦ୍ଦେଶନୁସାରେ ପଞ୍ଜିକରଣ କରିଥିଲୁ। ଅନଲାଇନ୍‌ ପଞ୍ଜିକରଣ କରି କ୍ଵାରେଣ୍ଟାଇନ୍‌ରେ ରହିଛୁ। ବର୍ତ୍ତମାନ ମୁଁ ଓ ମୋ ପରିବାର...

କରୋନା ସହିତ ଲଢୁଛି ଓଡ଼ିଶା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬, ଓଡ଼ିଶାରେ ଜଣେ ଓଡ଼ିଶାରେ ୩୧ ନମୁନା ନେଗେଟିଭ୍‌ ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍‌ ୨୪ ଘଣ୍ଟାରେ ପଞ୍ଜୀକରଣ କଲେ...

କରୋନା ଭାଇରସ (COVID – 19) ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଏହାର ସଂକ୍ରମଣ, ଚିକିତ୍ସା ଓ ଏଥିରୁ ରକ୍ଷା ପାଇବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ଉତ୍ତର..  କରୋନା ଭାଇରସ କ’ଣ? କରୋନା ଭାଇରସ୍...

କରୋନା କର୍ଫ୍ୟୁ – ଜାଣନ୍ତୁ, କେଉଁ ସ୍ଥାନରେ କାହିଁକି ଜାରି ହୋଇଛି ୧୪୪ ଧାରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। କରୋନା ପାଇଁ ସାରା ବିଶ୍ଵରେ ଭୟର ବାତାବରଣ...

ସୁସ୍ଥ ଅଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାର କରୋନା ଆକ୍ରାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଏବଂ ଖିଆପିଆ ଠିକ୍‌ଠାକ୍‌ କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର କରୋନା...

ସାବଧାନ! ମୋବାଇଲ ଡାକି ଆଣିବ କରୋନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=h2kByKBLD3o] ମୋବାଇଲ ଡାକିପାରେ କରୋନା। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଏଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ...

କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌ ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଗତ ୨୪ ଘଣ୍ଟା ଭିତରେ କରୋନା କେତେ ଦେଶକୁ ବ୍ୟାପିଛି, କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଓଡ଼ିଶାର...

୧ ହଜାର ୨୩୯ ଜଣ ବିଦେଶ ଫେରନ୍ତା କଲେ ରେଜିଷ୍ଟ୍ରେସନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସରକାରଙ୍କ ଘୋଷଣା ଅନୁଯାୟୀ, ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଫେରିଥିବା ସବୁ ବ୍ୟକ୍ତିଙ୍କୁ କରୋନା ମୁକାବିଲା ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ସେହି ଅନୁସାରେ ମଙ୍ଗଳବାର ଦିନ ୧୨୩୯...